କାଳୀପୂଜା ଦେଖି ଫେରୁଥିଲା ବେଳେ ଟେକିନେଲେ

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ବାଁସଡ଼ା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ମାମୁ ଘର ଚାନ୍ଦବାଲି ଥାନା ଅଞ୍ଚଳରେ ରହି ପାଠ ପଢ଼ନ୍ତି। ସୂଚନାଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ  ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ  ସେମାନଙ୍କୁ ବାଟରେ ଅଟକାଇଥିଲେ। […]

baleswar

baleswar

Jyoshna Pradhan
  • Published: Monday, 04 November 2019
  • Updated: 04 November 2019, 03:06 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ବାଁସଡ଼ା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ମାମୁ ଘର ଚାନ୍ଦବାଲି ଥାନା ଅଞ୍ଚଳରେ ରହି ପାଠ ପଢ଼ନ୍ତି।

ସୂଚନାଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ  ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ  ସେମାନଙ୍କୁ ବାଟରେ ଅଟକାଇଥିଲେ। ଏହାପରେ ନାବାଳିକାଙ୍କ ସମ୍ପର୍କୀୟ ଭାଇଙ୍କୁ ଜଣେ ଯୁବକ ଟାଣି ଧରିଥିବା ବେଳେ ଆଉ ୩  ଜଣ ଯୁବକ ନାବାଳିକାଙ୍କୁ ପାଖ ଝାଉଁ ବଣକୁ ଟେକିନେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି।

ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ୪  ଯୁବକଙ୍କ ମଧ୍ୟରୁ ଓମ୍‌ ପ୍ରକାଶ ନାମକ ଯୁବକକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ପୁଲିସ୍ ପହଞ୍ଚି ତାକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଓମ ପ୍ରକାଶକୁ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଫେରାର୍ ଥିବା ଅନ୍ୟ ୩ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story