ଲୋକ ଲଜ୍ଜା ଭୟ! ଆତ୍ମହତ୍ୟା କଲେ ପୀଡ଼ିତା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲା। ବିରୋଧ କରିବାରୁ ଜବରଦସ୍ତ ଟାଣି ନେଇ ଦୁଷ୍କର୍ମ କଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲରେ ଭିଡ଼ିଓ ସୁଟିଂ କରି ଭାଇରାଲ୍‌ କଲା। ଏକଥା ନାବାଳିକା ଜଣଙ୍କ ଜାଣିପାରି ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ। ପୀଡ଼ିତା ଜେଜେ ମାଆଙ୍କ କହିବା ଅନୁଯାୟୀ, ନାବାଳିକା ନାତୁଣୀଙ୍କୁ ଜଣେ ଯୁବକ ବଳପୂର୍ବକ ଟେକି […]

death copy

death copy

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 04:26 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲା। ବିରୋଧ କରିବାରୁ ଜବରଦସ୍ତ ଟାଣି ନେଇ ଦୁଷ୍କର୍ମ କଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲରେ ଭିଡ଼ିଓ ସୁଟିଂ କରି ଭାଇରାଲ୍‌ କଲା। ଏକଥା ନାବାଳିକା ଜଣଙ୍କ ଜାଣିପାରି ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ।

ପୀଡ଼ିତା ଜେଜେ ମାଆଙ୍କ କହିବା ଅନୁଯାୟୀ, ନାବାଳିକା ନାତୁଣୀଙ୍କୁ ଜଣେ ଯୁବକ ବଳପୂର୍ବକ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ସମୟରେ ଅଶ୍ଲୀଳ ଭିଡ଼ିଓ ସୁଟିଂ କରିଥିଲା। ପରେ ସେହି ଭିଡ଼ିଓକୁ ଅଭିଯୁକ୍ତ ଯୁବକ ଭାଇରାଲ କରିଥିଲେ।  ନାବାଳିକାଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ ହେବା ପରେ ନାବାଳିକା ଜଣକ ଭୟଭୀତ ହୋଇପଡ଼ିଥିଲେ। ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଆତ୍ମହତ୍ୟା କରିଛି।

ଗତ ସୋମାବାର ପୀଡ଼ିତା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୀଡ଼ିତାଙ୍କ ସାନ ଭଉଣୀ ଏହା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ସେଠାରେ ମୃତଦେହ ଗଛରୁ ଉଦ୍ଧାର କରିଥିଲେ। ଏନେଇ ଝରିଗାଁ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ବଳାତ୍କାରୀ ଫେରାର ହୋଇଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story