ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ଥାନା ଅନ୍ତର୍ଗତ ଶଙ୍ଖେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ପ୍ରଥମେ ରକ୍ତାକ୍ତ ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ, ଗତକାଲି ରାତିରେ ନାବାଳିକା ଜଣଙ୍କ ଘରେ ଶୋଇଥିଲେ। ଏହି ସମୟରେ ଲିଟୁଆ ନାମକ ଜଣେ ସମ୍ପର୍କୀୟ ଯୁବକ ତାଙ୍କ ଘରକୁ ଆସିଥିଲା। ନାବାଳିକାଙ୍କ […]

rape12

rape12

Jitendra Garnayak
  • Published: Saturday, 20 October 2018
  • Updated: 20 October 2018, 11:13 AM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ଥାନା ଅନ୍ତର୍ଗତ ଶଙ୍ଖେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ତାଙ୍କୁ ପ୍ରଥମେ ରକ୍ତାକ୍ତ ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଗତକାଲି ରାତିରେ ନାବାଳିକା ଜଣଙ୍କ ଘରେ ଶୋଇଥିଲେ। ଏହି ସମୟରେ ଲିଟୁଆ ନାମକ ଜଣେ ସମ୍ପର୍କୀୟ ଯୁବକ ତାଙ୍କ ଘରକୁ ଆସିଥିଲା।

ନାବାଳିକାଙ୍କ ବାପା-ମାଆ ଘରେ ରହୁନଥିବା ବେଳେ ସେ ତାଙ୍କ ଆଈଙ୍କ ସହିତ ରହନ୍ତି। ଏହାର ସୁଯୋଗ ନେଇ ଲିଟୁଆ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।

ତେବେ ରାତିରେ ଅଭିଯୁକ୍ତ ଲିଟୁଆକୁ ତିର୍ତ୍ତଲ ଥାନା ପୁଲିସ୍‌ ମଣିଜଙ୍ଗା ନିକଟରୁ ଗିରଫ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story