ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଗାଁର ୫୬ ବର୍ଷୀୟ ଜଣେ ପଡୋଶୀ  ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଝିଅର ବାପା ମା ତାଙ୍କ ଛୋଟ ଛୁଆକୁ ପୋଲିଓ ଖୁଆଇବାକୁ ଯାଇଥିବା ବେଳେ ତାଙ୍କ ପଡୋଶୀ ଘରେ ପଶି ଦୁଷ୍କର୍ମ କରିଥିଲେ। ଘରେ ତାଙ୍କ […]

raped

raped

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 02:03 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଗାଁର ୫୬ ବର୍ଷୀୟ ଜଣେ ପଡୋଶୀ  ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଝିଅର ବାପା ମା ତାଙ୍କ ଛୋଟ ଛୁଆକୁ ପୋଲିଓ ଖୁଆଇବାକୁ ଯାଇଥିବା ବେଳେ ତାଙ୍କ ପଡୋଶୀ ଘରେ ପଶି ଦୁଷ୍କର୍ମ କରିଥିଲେ। ଘରେ ତାଙ୍କ ବୁଢିମା ଘଟଣା ସଂପର୍କରେ ଦେଖିବା ପରେ ଝିଅର ବାପା ମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story