ଆପତ୍ତିଜନକ ସ୍ଲୋଗାନ ପ୍ରସଙ୍ଗ: ପ୍ରଶାସନ ପାଖରେ ଫେରାଦ ହେଲେ ସଂଖ୍ୟାଲଘୁ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ରାଲିରେ ସଂଖ୍ୟାଲଘୁଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସଂପ୍ରଦାୟ ତରଫରୁ କୁହାଯାଇଛି, କୋରାପୁଟ୍‌ରେ ସବୁ ସମ୍ପ୍ରଦାୟ ବୁଝାମଣା ଓ ଭାଇଚାରର ସହ ରହୁଛନ୍ତି। ଜିଲ୍ଲାରେ ଯେପରି ଶାନ୍ତିଭଙ୍ଗ ନହେବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଗତ ୧୨ ତାରିଖରେ ବଜରଙ୍ଗ ଦଳ ତରଫରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର […]

jaipur attack

jaipur attack

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 06:46 PM IST

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ରାଲିରେ ସଂଖ୍ୟାଲଘୁଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

ସଂପ୍ରଦାୟ ତରଫରୁ କୁହାଯାଇଛି, କୋରାପୁଟ୍‌ରେ ସବୁ ସମ୍ପ୍ରଦାୟ ବୁଝାମଣା ଓ ଭାଇଚାରର ସହ ରହୁଛନ୍ତି। ଜିଲ୍ଲାରେ ଯେପରି ଶାନ୍ତିଭଙ୍ଗ ନହେବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଗତ ୧୨ ତାରିଖରେ ବଜରଙ୍ଗ ଦଳ ତରଫରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯେଭଳି ରାଲି କରାଗଲା, ତାହା ସେମାନଙ୍କୁ ଭୟଭୀତ କରିଥିବା ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧି କହିଥିଲେ। ସେପଟେ ଅଭିଯୋଗର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜୟପୁର ଉପଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାରେ ଶାନ୍ତି ଓ ଭାଇଚାରା ବଜାୟ ରଖିବା ଲାଗି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆହ୍ୱାନ ଦେଇଥିବା ବେଳେ କ୍ଷମା ମାଗିଛନ୍ତି ରାଲିରେ ସାମିଲ ଥିବା କୋରାଫୁଟ ଜିଲ୍ଲା ଭିଏଚପି ସଭାପତି। ଜିଲ୍ଲାରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ବଜାୟ ରହୁ ବୋଲି ତାଙ୍କ ସଙ୍ଗଠନ ଚାହେଁ ବୋଲି ସେ କହିଛନ୍ତି।

ବୋରିଗୁମ୍ମାରେ ଗତ ୫ ତାରିଖରୁ ୧୨ ତାରିଖ ଯାଏ ବଜରଙ୍ଗ ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରର ଶେଷ ଦିନରେ ଆୟୋଜିତ ରାଲିରେ ସଂଗଠନର ସଦସ୍ୟ ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story