ସମ୍ବଲପୁର ରେଲୱେ ଡିଆର୍‌ଏମ୍‌ଙ୍କ ନାଁରେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ଅଭିଯୋଗ

ସମ୍ୱଲପୁର: ସମ୍ବଲପୁର ରେଲୱେ ଡିଆର୍‌ଏମ୍‌ ଦୀନେଶ କୁମାର ସିଂହଙ୍କ ନାଁରେ ଅଧସ୍ତନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ନେଇ ଗୁରୁତର ଅଭିଯୋଗ ହୋଇଛି। ଡିଭିଜିନାଲ୍ ସିକ୍ୟୁରିଟି କମିଶନର ସୋନା ହେମ୍ୱ୍ରମ୍‌ ଦୀନେଶଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ସେ ସମ୍ବଲପୁର ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ସୋନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର ରେଲୱେ ଷ୍ଟେସନ୍‌ରେ ଡ୍ୟୁଟିରେ ଥିବା ବେଳେ ଦୀନେଶ ସେଠାକୁ ଆସିଥିଲେ ଓ ସର୍ବସାଧାରଣରେ ତାଙ୍କୁ ଖରାପ ଭାଷାରେ […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 09:56 AM IST

Sports

Latest News

ସମ୍ୱଲପୁର: ସମ୍ବଲପୁର ରେଲୱେ ଡିଆର୍‌ଏମ୍‌ ଦୀନେଶ କୁମାର ସିଂହଙ୍କ ନାଁରେ ଅଧସ୍ତନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ନେଇ ଗୁରୁତର ଅଭିଯୋଗ ହୋଇଛି। ଡିଭିଜିନାଲ୍ ସିକ୍ୟୁରିଟି କମିଶନର ସୋନା ହେମ୍ୱ୍ରମ୍‌ ଦୀନେଶଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ସେ ସମ୍ବଲପୁର ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ସୋନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର ରେଲୱେ ଷ୍ଟେସନ୍‌ରେ ଡ୍ୟୁଟିରେ ଥିବା ବେଳେ ଦୀନେଶ ସେଠାକୁ ଆସିଥିଲେ ଓ ସର୍ବସାଧାରଣରେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ସୋନାଙ୍କ ଅଭିଯୋଗ ଉପରେ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos