ସରପଞ୍ଚଙ୍କ ଘରେ ସଶସ୍ତ୍ର ଡକାୟତି ଉଦ୍ୟମ, ୪ ଆହତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବହଳପଦର ସରପଞ୍ଚଙ୍କ ଘରେ ଡକାୟତି ଉଦ୍ୟମ ହୋଇଛି। ଏଥିରେ ସରପଞ୍ଚଙ୍କ ୪ଜଣ ସମ୍ପର୍କୀୟ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଦୁଇଜଣ ହେଲେ କୈଳାସ ଦନ୍ତା ଏବଂ ହେମନ୍ତ ଦନ୍ତା। ଦୁଇ ଗୁରୁତରଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଏସ୍‌ପି ପ୍ରଫୁଲ୍ଲ ପାତ୍ର କହିଛନ୍ତି- “ଏହା ଏକ ସଶସ୍ତ୍ର ଡକାୟତି ଉଦ୍ୟମ। ଗତକାଲି ରାତି […]

sonpur

sonpur

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 11:13 AM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବହଳପଦର ସରପଞ୍ଚଙ୍କ ଘରେ ଡକାୟତି ଉଦ୍ୟମ ହୋଇଛି। ଏଥିରେ ସରପଞ୍ଚଙ୍କ ୪ଜଣ ସମ୍ପର୍କୀୟ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଦୁଇଜଣ ହେଲେ କୈଳାସ ଦନ୍ତା ଏବଂ ହେମନ୍ତ ଦନ୍ତା। ଦୁଇ ଗୁରୁତରଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ସୁବର୍ଣ୍ଣପୁର ଏସ୍‌ପି ପ୍ରଫୁଲ୍ଲ ପାତ୍ର କହିଛନ୍ତି- “ଏହା ଏକ ସଶସ୍ତ୍ର ଡକାୟତି ଉଦ୍ୟମ। ଗତକାଲି ରାତି ପ୍ରାୟ ଦେଢଟାରେ ସରପଞ୍ଚ ସୂର୍ଯ୍ୟକାନ୍ତି ଦନ୍ତାଙ୍କ ଘରେ ହଠାତ ୧୦ରୁ ୧୫ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ସେମାନେ ପରିବାର ଲୋକଙ୍କୁ ଏକ ରୁମ୍‌ରେ ବାନ୍ଧି ଦେଇଥିଲେ। ସେମାନେ ପାଟି କରିବାରୁ ସମ୍ପର୍କୀୟମାନେ ସେଠାରେ ପହଞ୍ଚି ଯାଇଥିଲେ। ସମ୍ପର୍କୀୟଙ୍କ ପାଟି ଶୁଣି ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ୨ରୁ ୩ ରାଉଣ୍ଡ ଗୁଳି ଚଳାଇ ଥିଲେ। ଫଳରେ କୈଳାସ, ହେମନ୍ତ, ପ୍ରଫୁଲ୍ଲ ଦନ୍ତା ଏବଂ ପ୍ରମୋଦ ଦନ୍ତା ଆହତ ହୋଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story