ଭୁଜାଲିରେ ଆକ୍ରମଣ କରି ସାମ୍ବାଦିକଙ୍କଠାରୁ ଲୁଟ୍‌

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ପାରୁଲିଆ ଛକରେ ଗୋଟିଏ ଦୈନିକ ସମ୍ବାଦ ପତ୍ରର ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଗତ ରାତିରେ ପ୍ରତାପ ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ଗୁନାପୁର ଛକରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଭୁଜାଲିରେ ମୁଣ୍ଡକୁ ଚୋଟ ପକାଇବା ପରେ ତାଙ୍କଠାରୁ ମୋବାଇଲ୍ ଓ ସୁନା ଚେନ୍ ନେଇ ପଳାଇଥିଲେ। ପ୍ରତାପଙ୍କ ଚିତ୍କାର ଶୁଣି […]

777777777nnnnnnnnnnnn

777777777nnnnnnnnnnnn

Tapaswini Nayak
  • Published: Friday, 31 May 2019
  • Updated: 31 May 2019, 02:18 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ପାରୁଲିଆ ଛକରେ ଗୋଟିଏ ଦୈନିକ ସମ୍ବାଦ ପତ୍ରର ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଭୁଜାଲିରେ ଆକ୍ରମଣ କରିଛନ୍ତି।

ଗତ ରାତିରେ ପ୍ରତାପ ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ଗୁନାପୁର ଛକରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।
ଭୁଜାଲିରେ ମୁଣ୍ଡକୁ ଚୋଟ ପକାଇବା ପରେ ତାଙ୍କଠାରୁ ମୋବାଇଲ୍ ଓ ସୁନା ଚେନ୍ ନେଇ ପଳାଇଥିଲେ।
ପ୍ରତାପଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ବାଲିଆପାଳ ଓ ପରେ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos