ପେଟ୍ରୋଲ ଢାଳି କାର୍‌ ଜାଳି ଦେଲେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଛତିକୁଡ଼ା ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଅଭାବନୀୟ ଘଟଣା ଘଟିଛି।  ବରୁଣ ସାହୁ ନାମକ ବ୍ୟକ୍ତିଙ୍କ କାର୍‌ ଘର ସମ୍ମୁଖରେ ଥୁଆ ହୋଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି କାର୍‌ରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ନିଆଁକୁ ଆୟତ୍ତ କଲା ବେଳକୁ  କାର୍‌ର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା ।  ଏନେଇ ବରୁଣ ନର୍ଲା ଥାନାରେ ଲିଖିତ ଅଭିଯୋଗ […]

fire

fire

Tapaswini Nayak
  • Published: Thursday, 17 September 2020
  • Updated: 17 September 2020, 10:56 AM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଛତିକୁଡ଼ା ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଅଭାବନୀୟ ଘଟଣା ଘଟିଛି।  ବରୁଣ ସାହୁ ନାମକ ବ୍ୟକ୍ତିଙ୍କ କାର୍‌ ଘର ସମ୍ମୁଖରେ ଥୁଆ ହୋଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି କାର୍‌ରେ ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ନିଆଁକୁ ଆୟତ୍ତ କଲା ବେଳକୁ  କାର୍‌ର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା ।  ଏନେଇ ବରୁଣ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ତେବେ ଦୁର୍ବୃତ୍ତମାନେ କାର୍‌ରେ ନିଆଁ ଲଗାଇବାର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story