ବିଜେପି ନେତାଙ୍କ ଘରୁ ୩ ଲକ୍ଷ ଲୁଟିନେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ନେତାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରେ ପଶି ମାରପିଟ୍ କରି ନଗଦ ୩ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାରେ। ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ମହିଳା ଆହତ ହୋଇଥିବା ଜଣାଯାଇଛି।  ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଦୁର୍ବୃତ୍ତ ସମ୍ପୃକ୍ତ […]

Loot

Loot

Tapaswini Nayak
  • Published: Thursday, 30 December 2021
  • Updated: 30 December 2021, 01:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ନେତାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରେ ପଶି ମାରପିଟ୍ କରି ନଗଦ ୩ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାରେ। ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ମହିଳା ଆହତ ହୋଇଥିବା ଜଣାଯାଇଛି।  ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ମିଳିଥିବା ସୂଚନା ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଦୁର୍ବୃତ୍ତ ସମ୍ପୃକ୍ତ ବିଜେପି ନେତାଙ୍କ  ପାଚେରି ଡେଇଁ ଘରେ ପଶିଥିଲେ। ପରେ ଘର ଲୋକଙ୍କୁ ମାର ପିଟ୍ କରି ଭୟଭୀତ କରିଥିଲେ। ଘରେ ଥିବା ନଗଦ ୩ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଥିଲେ। ଏନେଇ ମଞ୍ଜେଶ୍ୱର ଥାନାରେ ଅଭିଯୋଗ କରାଯାଇଛି।  ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବା ବେଳେ କିଛି ସୁରାଗ  ପାଇଥିବା ଜଣାପଡ଼ିଛି। ଏହି ଘଟଣାରେ କିଶୋର ବୟସର  ପିଲା ସାମିଲ ଥିବା  ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।  ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story