ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଲୁଟ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଭଜନଲାଲ୍ ପେଟ୍ରୋଲପମ୍ପ କାର୍ଯ୍ୟାଳୟ କାନ୍ଥ ତାଡ଼ି ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି। ପେଟ୍ରୋଲ୍ ପମ୍ପ ମ୍ୟାନେଜର କହିଛନ୍ତି,“ଗତକାଲି ରାତିରେ ପେଟ୍ରୋଲ ପମ୍ପ ବନ୍ଦ କରି ସମସ୍ତ ଷ୍ଟାଫ୍ ଚାଲିଯାଇଥିଲେ।  ଆଜି ସକାଳେ ପେଟ୍ରୋଲ ପମ୍ପର ପଛପଟ ଗ୍ରୀଲ୍ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂର୍ପକରେ ପୋଲିସକୁ  ଖବର ଦେବା […]

nn

nn

Rakesh Mallick
  • Published: Monday, 27 November 2017
  • Updated: 27 November 2017, 03:03 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଭଜନଲାଲ୍ ପେଟ୍ରୋଲପମ୍ପ କାର୍ଯ୍ୟାଳୟ କାନ୍ଥ ତାଡ଼ି ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି।

ପେଟ୍ରୋଲ୍ ପମ୍ପ ମ୍ୟାନେଜର କହିଛନ୍ତି,“ଗତକାଲି ରାତିରେ ପେଟ୍ରୋଲ ପମ୍ପ ବନ୍ଦ କରି ସମସ୍ତ ଷ୍ଟାଫ୍ ଚାଲିଯାଇଥିଲେ।  ଆଜି ସକାଳେ ପେଟ୍ରୋଲ ପମ୍ପର ପଛପଟ ଗ୍ରୀଲ୍ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂର୍ପକରେ ପୋଲିସକୁ  ଖବର ଦେବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।”

ସେ ଆହୁରି କହିଛନ୍ତି,“ପେଟ୍ରାଲ୍ ପମ୍ପରେ ସିସି କ୍ୟାମେରା ଲାଗି ନାହିଁ । ଘଟଣାସ୍ଥଳରୁ ପୋଲିସ୍ ଦୁଇଟି ଶାବଳ ଜବତ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story