ସରପଞ୍ଚଙ୍କ ସମର୍ଥକଙ୍କ କାର୍ ଜାଳିଦେଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମର୍ଥକଙ୍କ କାର୍‌ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କାଇପଦା ଗାଁର ମାନସ ରାଉତରାୟଙ୍କ ଘର ସମ୍ମୁଖରେ ଥିବା କାରକୁ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। କାର୍‌ଟି ସମ୍ପୁର୍ଣ୍ଣ ଜଳିଯାଇଛି। ଏନେଇ ମାନସ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ  କାହାକୁ ଗିରଫ କରି ନାହିଁ। ଏଇ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ […]

fire

fire

Tapaswini Nayak
  • Published: Thursday, 03 March 2022
  • Updated: 03 March 2022, 12:17 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମର୍ଥକଙ୍କ କାର୍‌ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କାଇପଦା ଗାଁର ମାନସ ରାଉତରାୟଙ୍କ ଘର ସମ୍ମୁଖରେ ଥିବା କାରକୁ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। କାର୍‌ଟି ସମ୍ପୁର୍ଣ୍ଣ ଜଳିଯାଇଛି। ଏନେଇ ମାନସ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ  କାହାକୁ ଗିରଫ କରି ନାହିଁ। ଏଇ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବ, ସେ ନେଇ ପୁଲିସ କଡ଼ା ନଜର ରଖିଛି।

ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଶୀଘ୍ର  ଗିରଫ କରାଯିବ ବୋଲି ସଦରଥାନା ଆଇଆଇସି କହିଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଓ ବ୍ରହ୍ମପୁରରେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଯାଜପୁରରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ବ୍ରହ୍ମପୁରରେ ବୋମାମାଡ଼ ହୋଇଛି। ଏହାସହ  ଜଣଙ୍କ ଘର ଉପରକୁ ମଧ୍ୟ ଟେକା ପଥର ମଧ୍ୟ ମାଡ଼ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story