ବିଧାୟକ ଯୋଗେଶ ସିଂହଙ୍କ ନାମରେ ହତ୍ୟା ଧମକ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ନିର୍ବାଚନ ମଣ୍ଡିଳୀର କଂଗ୍ରେସ ବିଧାୟକ ଯୋଗେଶ ସିଂହ ହତ୍ୟା ଧମକ ଦେବାଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଟାଙ୍ଗରପାଲୀ ବିଡିଓ ସୌମେନ୍ଦ୍ର କୁମାର ଦାଶ। ଏ ନେଇ ସୌମେନ୍ଦ୍ର ଲେଫ୍ରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମେନ୍ଦ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଆସିଥିବା ସମସ୍ତ କାମ ତାଙ୍କ ଲୋକଙ୍କୁ ଦେବାକୁ ବିଧାୟକ ଫୋନ୍‌ କରି ତାଗିଦ କରିଥିଲେ। ସେ ନିୟମ ବିରୋଧରେ ଯାଇପାରିବେ ନାହିଁ ବୋଲି କହିବାରୁ ବିଧାୟକ […]

jogesh-shing

jogesh-shing

Rakesh Mallick
  • Published: Friday, 11 November 2016
  • Updated: 11 November 2016, 09:42 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ନିର୍ବାଚନ ମଣ୍ଡିଳୀର କଂଗ୍ରେସ ବିଧାୟକ ଯୋଗେଶ ସିଂହ ହତ୍ୟା ଧମକ ଦେବାଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଟାଙ୍ଗରପାଲୀ ବିଡିଓ ସୌମେନ୍ଦ୍ର କୁମାର ଦାଶ। ଏ ନେଇ ସୌମେନ୍ଦ୍ର ଲେଫ୍ରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୌମେନ୍ଦ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଆସିଥିବା ସମସ୍ତ କାମ ତାଙ୍କ ଲୋକଙ୍କୁ ଦେବାକୁ ବିଧାୟକ ଫୋନ୍‌ କରି ତାଗିଦ କରିଥିଲେ। ସେ ନିୟମ ବିରୋଧରେ ଯାଇପାରିବେ ନାହିଁ ବୋଲି କହିବାରୁ ବିଧାୟକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।

ଏପରି ଅଭିଯୋଗକୁ ବିଧାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଅଭିଯୋଗ ଭିତ୍ତିହୀନ। ମୁଁ ଫୋନ୍‌ କରି ନିୟମ ଅନୁସାରେ କାମ ଦେବାକୁ ପରାମର୍ଶ ଦେଇଥିଲି। ମୁଁ ତାଙ୍କୁ ଗାଳି ଗୁଲଜ କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story