ଘନେଇଲା ବିବାଦ: ଥାନାକୁ ଗଲେ ତହସିଲଦାର ଏବଂ ବିଧାୟକ

ନୀଳଗିରି (ଓଡ଼ିଶା ରିପୋର୍ଟର):ତହସିଲ ଅଫିସ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ବାଲେଶ୍ୱର ନୀଳଗିରିରେ ତୁମୂଳକାଣ୍ଡ । ଜବରଦସ୍ତ ମୁହାଁମୁହିଁ ହୋଇଛନ୍ତି ଲେଡି ତହସିଲଦାର ଏବଂ ବିଜେପି ବିଧାୟକ। ଦୀର୍ଘ ବର୍ଷ ଧରି ମୋହରିର ମାନେ ଚାଳିଆରେ ନିଜର କାର୍ଯ୍ୟ କରି ଆସୁଥିବାବେଳେ ଆଜି ଭାଙ୍ଗି ଦିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ପହଞ୍ଚିବା ପରେ ତହସିଲଦାରଙ୍କ ସହ ଯୁକ୍ତିତର୍କ, ପାଟିତୁଣ୍ଡରେ କମ୍ପିଥିଲା ସାରା ଇଲାକା । ସେପଟେ ଏହି ଘଟଣାରେ ଉଭୟ ପକ୍ଷ […]

n1.jpg-1

n1.jpg-1

Tapas Behera
  • Published: Friday, 04 October 2019
  • Updated: 04 October 2019, 08:16 PM IST

Sports

Latest News

ନୀଳଗିରି (ଓଡ଼ିଶା ରିପୋର୍ଟର):ତହସିଲ ଅଫିସ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ବାଲେଶ୍ୱର ନୀଳଗିରିରେ ତୁମୂଳକାଣ୍ଡ । ଜବରଦସ୍ତ ମୁହାଁମୁହିଁ ହୋଇଛନ୍ତି ଲେଡି ତହସିଲଦାର ଏବଂ ବିଜେପି ବିଧାୟକ। ଦୀର୍ଘ ବର୍ଷ ଧରି ମୋହରିର ମାନେ ଚାଳିଆରେ ନିଜର କାର୍ଯ୍ୟ କରି ଆସୁଥିବାବେଳେ ଆଜି ଭାଙ୍ଗି ଦିଆଯାଇଥିଲା।

ଏହି ସମୟରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ପହଞ୍ଚିବା ପରେ ତହସିଲଦାରଙ୍କ ସହ ଯୁକ୍ତିତର୍କ, ପାଟିତୁଣ୍ଡରେ କମ୍ପିଥିଲା ସାରା ଇଲାକା । ସେପଟେ ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ମାମଲା ରୁଜୁ ହୋଇଛି। ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋରଙ୍କ ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ତହସିଲ ଅଫିସ୍ ପରିସରରେ ଥିବା ମୋହରିରଙ୍କ ଚାଳିଆକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଥିଲେ ତହସିଲଦାର। ଏହାକୁ ନେଇ ମୋହରିରଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । କିଛି ବ୍ୟକ୍ତି ତହସିଲଦାରଙ୍କ ବିରୋଧରେ ବିଷୋଦ୍‌ଗାର ମଧ୍ୟ କରିଥିଲେ । ଠିକ୍ ଏହି ସମୟରେ ବିଧାୟକ ସୁକାନ୍ତ ନାୟକ ପହଞ୍ଚି ତହସିଲଦାରଙ୍କ ସହ ପାଟିତୁଣ୍ଡ କରିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ, ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଳା । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ତହସିଲଦାର ସୁଶ୍ରିତା ଟୁଡୁଙ୍କ ମଧ୍ୟରେ ଏମିତି ଜୋରଦାର ଟକ୍କର ଚାଲିଥିଲା।

ସରକାରୀ ଅଧିକାରୀ ହୋଇ କାହିଁକି ଦୁର୍ବ୍ୟବହାର କରୁଛନ୍ତି ବୋଲି ଚଢ଼ାଗଳାରେ ତହସିଲଦାରଙ୍କୁ ପଚାରିଥିଲେ ବିଧାୟକ । ତହସିଲଦାର ମଧ୍ୟ ଅଙ୍ଗୁଳି ଦେଖାଇଥିଲେ ବିଧାୟକଙ୍କୁ । ଏହାର ପ୍ରତିବାଦରେ ସକାଳ ୯ଟାରୁ ଧାରଣାରେ ବସିଥିଲେ ବିଧାୟକ। ତା’ସହ କିଛି ଲୋକ ତହସିଲଦାରଙ୍କୁ ପ୍ରାୟ ୪ ଘଣ୍ଟା ଧରି ତାଲା ପକାଇ ରଖିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମୋହରିରଙ୍କ ଚାଳିଆକୁ ଉଚ୍ଛେଦ କରି ବୃକ୍ଷରୋପଣ ପାଇଁ ଯୋଜନା ରଖିଥିଲା ଜିଲ୍ଲା ପ୍ରଶାସନ। ଏନେଇ ଗତ ୨ ତାରିଖରେ ବୈଠକ ବି ବସିଥିଲା ଏବଂ ଆସନ୍ତା ୭ ତାରିଖରେ ସଂପୃକ୍ତ ମୋହରିରଙ୍କ ଥଇଥାନ ନେଇ ବି ବୈଠକ ବସିବାର ଥିଲା। କିନ୍ତୁ ତା’ପୂର୍ବରୁ ଆଜି ବୁଲଡୋଜର ଲଗାଇ ଅଧା ଚାଳିଆକୁ ଭାଙ୍ଗିଦେଇଥିଲେ ତହସିଲଦାର।  ଯାହାକୁ ପ୍ରତିବାଦ କରିବାକୁ ଯାଇଥିବାବେଳେ ତହସିଲଦାରଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଧାୟକ । ଯାହାକୁ ଦଳମତ ନିର୍ବିଶେଷରେ ବିଜେଡି ଓ କଂଗ୍ରେସ ନେତା ମଧ୍ୟ ବି ନିନ୍ଦା କରିଛନ୍ତି । ତେବେ ତହସିଲଦାର ପାଲଟା ଅଭିଯୋଗ ଆଣି ବିଧାୟକ ଓ ତାଙ୍କ ସହଯୋଗୀ ଅଶାଳୀନ ବ୍ୟବହାର କରିଥିବା କହିଛନ୍ତି। ଏଥିପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି।

ତେବେ ତହସିଲଦାର ଏବଂ ବିଧାୟକଙ୍କ ଏଭଳି ମୁହାଁମୁହିଁ ପଛରେ ଅସଲ କାରଣ ଯାହା ଥାଉନା କାହିଁକି, ଆଜିର ଘଟଣାକୁ ନେଇ କିନ୍ତୁ ସାରା ଇଲାକାରେ ବେଶ୍ ଚର୍ଚ୍ଚା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story