ଯାତ୍ରୀଙ୍କୁ ଠେଲି ଦେଇଥିବା ‘ମୋ ବସ୍ କଣ୍ଡକ୍ଟର’ଙ୍କ ବିରୋଧରେ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳନ୍ତା ଗାଡିରୁ ଯାତ୍ରୀଙ୍କୁ ଠେଲି ଦେଲେ ମୋ ବସ୍ କର୍ମଚାରୀ।  ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ।  ଭଡ଼ାକୁ କେନ୍ଦ୍ର କରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ତଳେ ପଡିଯିବାରୁ ଯାତ୍ରୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜରୁ ହଂସପାଳ ଯିବା […]

tbn

tbn

Tapas Behera
  • Published: Wednesday, 31 March 2021
  • Updated: 31 March 2021, 03:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳନ୍ତା ଗାଡିରୁ ଯାତ୍ରୀଙ୍କୁ ଠେଲି ଦେଲେ ମୋ ବସ୍ କର୍ମଚାରୀ।  ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ।  ଭଡ଼ାକୁ କେନ୍ଦ୍ର କରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ତଳେ ପଡିଯିବାରୁ ଯାତ୍ରୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି ।

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ମୋ ବସ୍‌ରେ ଉଠିଥିଲେ। ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ । ଏହାକୁ ନେଇ ବସ୍ କଣ୍ଡକ୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ପରେ କଣ୍ଡକ୍ଟର ତାଙ୍କୁ ବସ୍‌ରୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ।

ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।  ତେବେ ପ୍ରେସ୍ ରିଲିଜ୍ ଜାରି କରି ପ୍ରତିକ୍ରିୟା ରଖିଛି ମୋ ବସ୍ ପରିଚାଳନା ଦାୟିତ୍ୱରେ ଥିବା CRUT ସଂସ୍ଥା । ଘଟଣାର ତଦନ୍ତ ଚାଲିଛି, ଅଭିଯୋଗ ଆସିଥିବା କର୍ମଚାରୀଙ୍କୁ ତଦନ୍ତ ନ ସରିବା ଯାଏ ଡ୍ୟୁଟିରୁ ହଟାଇ ଦିଆଯାଇଥିବା CRUT କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story