ଏଣିକି କ୍ଲାସ ରୁମ୍‌ରେ ମୋବାଇଲ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ ଏହାକୁ ବନ୍ଦ କରିବାକୁ ଯୋଜନା […]

mobil bain in college cless room

mobil bain in college cless room

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 09:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ ଏହାକୁ ବନ୍ଦ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏବେ ଏହି ନିୟମକୁ ବଦଳା ଯାଇଛି। କ୍ୟାମ୍ପସ ନୁହେଁ, କେବଳ କ୍ଲାସ ରୁମ୍‌ରେ ମୋବାଇଲ୍ କଟକଣା ଲାଗୁ ହେବ। ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos