ମୋଡାଲିଟି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଜାରି ରହିବ ଗଣ ଶିକ୍ଷକଙ୍କ ଆନ୍ଦୋଳନ  

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତ ନେଇ ମୋଡାଲିଟି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଗଣ ଶିକ୍ଷକ ମହାସଂଘ କହିଛି। ମହାସଂଘ ସଦସ୍ୟ ଶରତ ଚନ୍ଦ୍ର ନାୟକ କହିଛନ୍ତି,“ମୋଡାଲିଟିର ରୂପରେଖ ଚୂଡ଼ାନ୍ତ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମୋଡାଲିଟି ପ୍ରକାଶ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ମୋଡାଲିଟି ପ୍ରକାଶ ପାଇବା ପରେ ଆମେ ତାହାର ତର୍ଜମା କରିବୁ ଓ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ।” ଆଜି ସକାଳେ ମହାସଂଘର ସଦସ୍ୟମାନେ […]

ganasikhyaka

ganasikhyaka

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 01:26 PM IST

Sports

Latest News

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତ ନେଇ ମୋଡାଲିଟି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଗଣ ଶିକ୍ଷକ ମହାସଂଘ କହିଛି।

ମହାସଂଘ ସଦସ୍ୟ ଶରତ ଚନ୍ଦ୍ର ନାୟକ କହିଛନ୍ତି,“ମୋଡାଲିଟିର ରୂପରେଖ ଚୂଡ଼ାନ୍ତ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମୋଡାଲିଟି ପ୍ରକାଶ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ମୋଡାଲିଟି ପ୍ରକାଶ ପାଇବା ପରେ ଆମେ ତାହାର ତର୍ଜମା କରିବୁ ଓ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ।”

ଆଜି ସକାଳେ ମହାସଂଘର ସଦସ୍ୟମାନେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘର ଆଗରେ ଧାରଣା ଦେଇଥିଲେ। ଗଣ ଶିକ୍ଷକଙ୍କ ବିଭିନ୍ନ ଦାବି ସଂପର୍କରେ ସଂଘର ପ୍ରତିନିଧିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଏହା ପରେ ସେମାନେ ଧାରଣାରୁ ଉଠିଥିଲେ।

ମଙ୍ଗଳବାର ଗଣ ଶିକ୍ଷକମାନେ ଦେବୀ ମିଶ୍ରଙ୍କ ସମେତ ୬ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣା ଦେବା ପରେ ଗତକାଲି  ମନ୍ତ୍ରୀ ସ୍ତରୀୟ କମିଟିର ଏକ ବୈଠକ ବସିଥିଲା ଓ ସେମାନଙ୍କ ଚାକିରି ସ୍ଥାୟୀ କରିବା ନେଇ ମୋଡାଲିଟିଗୁଡ଼ିକର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ଚୂଡ଼ାନ୍ତ ରୂପରେଖକୁ ସରକାରଙ୍କ ଅନୁମତି ପାଇଁ ପଠାଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story