ଷ୍ଟେସନରେ ଖୋଲିବ ମଲ୍‌, ମଲ୍‌ଟିପ୍ଲେକ୍ସ :ଦେଶର ୩୩ ତାଲିକାରେ କଟକ ଓ ପୁରୀ

ଭୁବନେଶ୍ୱର: କଟକ ଏବଂ ପୁରୀ ରେଳ ଷ୍ଟେସନର ବଦଳିବ ଚେହରା। ୱାଲଡ୍‌ କ୍ଲାସ ଫର୍ମାଟରେ ହେବ ଆଧୁନିକୀକରଣ। ରହିବ ଅତ୍ୟାଧୁନିକ ସୁବିଧା। ପୂର୍ବତଟରେଳବାଇ  ପକ୍ଷରୁ ଏଭଳି କିଛି ପରିକଳ୍ପନା କରାଯାଇଛି। ପିପିପିମୋଡରେ ହେବ ଏହି କାମ । ତେବେ ଏନେଇ ରେଲୱେ ବୋର୍ଡ଼ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯିବ। ଚଳିତ ମାସ ଶେଷ ସୁଧା ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମିଳିଥିବା  ସୂଚନା ଅନୁଯାଇ ରେଲେୱେ ବୋର୍ଡ଼ ପକ୍ଷରୁ ଦେଶର ୩୩ ଟି […]

multiplex-1

multiplex-1

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 04:57 PM IST

Sports

Latest News

ଭୁବନେଶ୍ୱର: କଟକ ଏବଂ ପୁରୀ ରେଳ ଷ୍ଟେସନର ବଦଳିବ ଚେହରା। ୱାଲଡ୍‌ କ୍ଲାସ ଫର୍ମାଟରେ ହେବ ଆଧୁନିକୀକରଣ। ରହିବ ଅତ୍ୟାଧୁନିକ ସୁବିଧା। ପୂର୍ବତଟରେଳବାଇ  ପକ୍ଷରୁ ଏଭଳି କିଛି ପରିକଳ୍ପନା କରାଯାଇଛି। ପିପିପିମୋଡରେ ହେବ ଏହି କାମ । ତେବେ ଏନେଇ ରେଲୱେ ବୋର୍ଡ଼ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯିବ। ଚଳିତ ମାସ ଶେଷ ସୁଧା ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମିଳିଥିବା  ସୂଚନା ଅନୁଯାଇ ରେଲେୱେ ବୋର୍ଡ଼ ପକ୍ଷରୁ ଦେଶର ୩୩ ଟି ଷ୍ଟେସନର ଉନ୍ନତିକରଣ ପାଇଁ ଚୟନ କରାଯାଇଛି ।

ଏହି ୩୩ଟି ଷ୍ଟେସନ ମଧ୍ୟରେ କଟକ ଏବଂ ପୁରୀ ରହିଛି। ତେବେ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ  ଏଥିରେ ସାମିଲ କରାଯାଇନାହିଁ।  କଟକ ଏବଂ ପୁରୀ ରେଳ ଷ୍ଟେସନରେ ମଲ୍, ମଲଟିପ୍ଲେକ୍ସ , ପାର୍କିଂ ବ୍ୟବସ୍ଥା, ଲନ୍‌ ଏବଂ ଅନ୍ୟାନ୍ୟ ସୁବିଧା ରହିବ।  ତେବେ ପିପିପି ମୋଡରେ ଏହି କାର୍ଯ୍ୟ ହେବା ନେଇ ନିଷ୍ପତ୍ତି ହୋଇଥିବାରୁ ରେଲେୱେ ବୋର୍ଡ଼ ପକ୍ଷରୁ  ପ୍ରସ୍ତାବ ଆହ୍ୱାନ କରାଯିବ।

ଏଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ସାମିଲ ହୋଇପାରିବେ। ତେବେ ସବୁଠୁ ଶ୍ରେଷ୍ଠ ପ୍ରସ୍ତାବକୁ ଚୟନ କରିବା ପାଇଁ  ଏକ କମିଟି ଗଠନ କରାଯିବ। କମିଟି ରିପୋର୍ଟ ଦେବା  ପରେ ବ୍ୟୟ ଅଟକଳ, ଷ୍ଟେସନର ଡିଜାଇନ୍‌ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ।  ଏହି ପ୍ରକଳ୍ପ ପାଇଁ କଟକରେ ୬.୪୨ ଏକର ଜମି ଥିବା ବେଳେ ପୁରୀରେ ୧.୬୨ ଏକର ଜମି ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।  ତେବେ ଏଥିପାଇଁ ଗଠନମୂଳକ ପ୍ରସ୍ତାବ ମିଳିବ ବୋଲି  ଅଶା ରଖିଥିବା ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଜେ.ପି. ମିଶ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story