ଓଡ଼ିଶାର ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭେଟି କ’ଣ ଲେଖିଲେ ମୋଦି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗାନ୍ଧିବାଦୀ ନେତା ପଦ୍ମଚରଣ ନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଭେଟିବା ପରେ ଟ୍ୱିଟ୍ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୋଦି। ପଦ୍ମଚରଣଙ୍କ ସରଳ ନିରାଡ଼ମ୍ବର ଜୀବନ ଶୈଳୀକୁ ବେଶ୍‌ ସେ ପସନ୍ଦ କରିଛନ୍ତି। ସମାଜରୁ କୁସଂସ୍କାର ଦୂର କରିବା ସହ ଏକ ସୁନ୍ଦର ମଦମୁକ୍ତ ସମାଜ ଗଠନ କରିବା ଲାଗି ତାଙ୍କ ଉଦ୍ୟମ ନିଶ୍ଚିତ ପ୍ରେରଣାଦାୟୀ ବୋଲି ମୋଦି ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। Had a […]

modi

modi

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 11:02 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗାନ୍ଧିବାଦୀ ନେତା ପଦ୍ମଚରଣ ନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଭେଟିବା ପରେ ଟ୍ୱିଟ୍ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୋଦି। ପଦ୍ମଚରଣଙ୍କ ସରଳ ନିରାଡ଼ମ୍ବର ଜୀବନ ଶୈଳୀକୁ ବେଶ୍‌ ସେ ପସନ୍ଦ କରିଛନ୍ତି। ସମାଜରୁ କୁସଂସ୍କାର ଦୂର କରିବା ସହ ଏକ ସୁନ୍ଦର ମଦମୁକ୍ତ ସମାଜ ଗଠନ କରିବା ଲାଗି ତାଙ୍କ ଉଦ୍ୟମ ନିଶ୍ଚିତ ପ୍ରେରଣାଦାୟୀ ବୋଲି ମୋଦି ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଶା ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ନାୟକ ନିଜର ନିରାଡାମ୍ୱର ଜୀବନ ଶୈଳୀ ପାଇଁ ବେଶ୍‌ ପ୍ରଶଂସିତ। ସେ ନିଜକୁ ମଦ ବିରୋଧୀ ଆନ୍ଦୋଳନରେ ସାମିଲ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ଏବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story