ମୋଦିଙ୍କ ଗସ୍ତ ପାଇଁ ବିଜେପି କ୍ୟାମ୍ପ ଚଳଚଞ୍ଚଳ

ବାଲେଶ୍ୱର: ଜୁନ ଦୁଇ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲେଶ୍ୱର ଗସ୍ତକୁ ନେଇ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇ ପଡ଼ିଛି। ଜୁନ୍ ୨ ତାରିଖ ସକାଳ ୧୦ଟାରେ  ବାଲେଶ୍ୱର ଏମସ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ମୋଦିଙ୍କ ସଭାକୁ ସଫଳ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି। ନେତା ଓ କର୍ମୀମାନେ ଲୋକଙ୍କ ପାଖରେ ପହଞ୍ଚି ନିମନ୍ତ୍ରଣ କାର୍ଡ ବାଣ୍ଟୁଛନ୍ତି। ବିଭିନ୍ନ ସ୍ଥାନରେ ମୋଦିଙ୍କ ପୋଷ୍ଟର ବ୍ୟାନର ଛାଇ ହୋଇଯାଇଛି […]

bjp

bjp

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 02:51 PM IST

Sports

Latest News

bjp1ବାଲେଶ୍ୱର: ଜୁନ ଦୁଇ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲେଶ୍ୱର ଗସ୍ତକୁ ନେଇ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇ ପଡ଼ିଛି। ଜୁନ୍ ୨ ତାରିଖ ସକାଳ ୧୦ଟାରେ  ବାଲେଶ୍ୱର ଏମସ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ମୋଦିଙ୍କ ସଭାକୁ ସଫଳ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି। ନେତା ଓ କର୍ମୀମାନେ ଲୋକଙ୍କ ପାଖରେ ପହଞ୍ଚି ନିମନ୍ତ୍ରଣ କାର୍ଡ ବାଣ୍ଟୁଛନ୍ତି। ବିଭିନ୍ନ ସ୍ଥାନରେ ମୋଦିଙ୍କ ପୋଷ୍ଟର ବ୍ୟାନର ଛାଇ ହୋଇଯାଇଛି ।

ମୋଦିଙ୍କ ଏହି ଗସ୍ତ ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଇଛି। ବାଲେଶ୍ୱର ଏସଡିପିଓ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଏମସ ପଡ଼ିଆରେ ହେଲିକପ୍ଟର ଟେଷ୍ଟ ଲାଣ୍ଡିଂ କରାଯାଇଥିଲା। ସଭାସ୍ଥଳ ଓ ବ୍ୟାରିକେଡ୍ କାମ ଆଜି ରାତି ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ।”

ଏସପିଜିର ସ୍ୱତନ୍ତ୍ର ଟିମ୍ ବାଲେଶ୍ୱରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଆଜି ଏମସ ପଡ଼ିଆରେ ହେଲିକପ୍ଟର ଟେଷ୍ଟ ଲାଣ୍ଡିଂ କରିଥିବା ବେଳେ  ଏସପିଜି ପକ୍ଷରୁ ପୁରା ପଡ଼ିଆକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି। ହେଲିପ୍ୟାଡରୁ ସଭାସ୍ଥଳ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ସୁରକ୍ଷାକର୍ମୀଙ୍କ ନିୟନ୍ତ୍ରଣରେ ରହିଛି। ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ବେଳେ ୧୦ ଜଣ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ବିଗତ ୬ ମାସ ମଧ୍ୟରେ ଏହା ହେବ ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ ।

ପୂର୍ବରୁ ଫେବୃଆରୀ ୭ ତାରିଖରେ ପାରାଦୀପରେ ଆଇଓସିଏଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିଥିଲେ। ଫେବୃୟାରୀ ୨୧ରେ ବରଗଡ଼ରେ କୃଷକ ସମାବେଶରେ ଯୋଗ ଦେଇଥିଲେ।

ମୋଦିଙ୍କ ଗସ୍ତ ନେଇ  ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨ ତାରିଖରେ ବାଲେଶ୍ୱର ଆସୁଛନ୍ତି। ପଶ୍ଚିମ-ଉତ୍ତର ରାଜ୍ୟ ଭଳି ପୂର୍ବ-ଉତ୍ତର ରାଜ୍ୟର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପୂର୍ବ-ଉତ୍ତର ରାଜ୍ୟଗୁଡିକ ମଧ୍ୟରୁ ଓଡ଼ିଶାକୁ ମୋଦି ବେଶୀ ପ୍ରାଥମିକତା ଦେଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story