ମହାନଦୀ ଜଳ ବିବାଦ: ସିପିଏମ୍‌ର ବିକ୍ଷୋଭ

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଆଜି ସିପିଏମ୍‌ ଭୁବନେଶ୍ୱରରେ ବିକ୍ଷୋଭ କରିଛି। କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା। ଏଥିରେ ସିପିଏମ୍‌ ନେତା ଓ କର୍ମୀମାନେ ଯୋଗଦେଇ ମହାନଦୀ ଜଳ ବିବାଦ ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ପିଟିସନ୍‌ ଦାଖଲ କରନ୍ତୁ ବୋଲି ଦାବି କରିଥିଲେ। ସିପିଏମ୍‌ ନେତା ଜନାର୍ଦ୍ଦନ ପତି କହିଛନ୍ତି,“ଆଜି ଆମେ […]

spam

spam

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 06:36 PM IST

Sports

Latest News

spamଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଆଜି ସିପିଏମ୍‌ ଭୁବନେଶ୍ୱରରେ ବିକ୍ଷୋଭ କରିଛି। କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା। ଏଥିରେ ସିପିଏମ୍‌ ନେତା ଓ କର୍ମୀମାନେ ଯୋଗଦେଇ ମହାନଦୀ ଜଳ ବିବାଦ ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ପିଟିସନ୍‌ ଦାଖଲ କରନ୍ତୁ ବୋଲି ଦାବି କରିଥିଲେ।

ସିପିଏମ୍‌ ନେତା ଜନାର୍ଦ୍ଦନ ପତି କହିଛନ୍ତି,“ଆଜି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଛୁ। ଆମ ଦେଇଥିବା ସ୍ମାରକପତ୍ରରେ ସେମିତି କିଛି ନୂତନତ୍ୱ ନାହିଁ। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ବାରମ୍ୱାର ଓଡ଼ିଶା ଆସି ପ୍ରଚାର କରୁଛନ୍ତି ଛତିଶଗଡ଼ ମହାନଦୀରେ ବ୍ୟାରେଜ ନିର୍ମାଣ କଲେ କିଛି କ୍ଷତି ହେବନି। ସେ ମନ୍ତ୍ରୀ ଜଣକ ସିଧାସଳଖ ଛତିଶଗଡ଼ ପାଇଁ ଦଲାଲି କରୁଛନ୍ତି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯେତିକି କହୁ ନାହାନ୍ତି ତାହାଠାରୁ ଅଧିକ କେନ୍ଦ୍ର ମନ୍ତ୍ରୀ ଜଣକ କହୁଛନ୍ତି। ଓଡ଼ିଶା ସରକାର ତାକୁ କେମିତି ନେଉଛି ଆମେ ଜାଣିନୁ, କିନ୍ତୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ କରିଦେବାକୁ ଚାହୁଁ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ହିଁ ଏକ ମାତ୍ର ବିକଳ୍ପ। ମୁଖ୍ୟମନ୍ତ୍ରୀ କ’ଣ ପାଇଁ ଟ୍ରିବ୍ୟୁନାଲକୁ ଯାଉନାହାନ୍ତି ସେ ସମ୍ପର୍କରେ ଆଜି ଆମେ ପଚାରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story