ମହାନଦୀ ଉପରେ ନିର୍ମାଣାଧୀନ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ସମେତ ଅନ୍ୟାନ୍ୟ ନଦୀରେ ନିର୍ମାଣାଧୀନ ସେଚ ପ୍ରକଳ୍ପ ଗୁଡ଼ିକର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ  ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଛତିଶଗଡ଼ ସମୀକ୍ଷା  କଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆସନ୍ତା ଦୁଇ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ କାମ ସାରିବାକୁ  ଲକ୍ଷ୍ୟ ରଖାଯାଇଛି ସେଇ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ରାଜ୍ୟ ଜଳ ସଂପଦ ବିଭାଗକୁ  କୁହାଯାଇଛି।” ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିବାଦୀୟ ଅର୍ପା-ଭଏଁସାଜୋର ପ୍ରକଳ୍ପ […]

raman singh

raman singh

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 07:55 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ସମେତ ଅନ୍ୟାନ୍ୟ ନଦୀରେ ନିର୍ମାଣାଧୀନ ସେଚ ପ୍ରକଳ୍ପ ଗୁଡ଼ିକର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ  ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଛତିଶଗଡ଼ ସମୀକ୍ଷା  କଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆସନ୍ତା ଦୁଇ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ କାମ ସାରିବାକୁ  ଲକ୍ଷ୍ୟ ରଖାଯାଇଛି ସେଇ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ରାଜ୍ୟ ଜଳ ସଂପଦ ବିଭାଗକୁ  କୁହାଯାଇଛି।”

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିବାଦୀୟ ଅର୍ପା-ଭଏଁସାଜୋର ପ୍ରକଳ୍ପ ରହିଛି। ଅର୍ପା ମୁଖ୍ୟ ପ୍ରକଳ୍ପର ୭୪ ଭାଗ ଓ କେନାଲ ପ୍ରକଳ୍ପର ୩୧ ଭାଗ ସରିଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଜଣାଇଛନ୍ତି।

ସେହିପରି କେଲୋ ଓ ମହାନଦୀ ଉପରେ ନିର୍ମାଣାଧୀନ ଅନ୍ୟ ସମସ୍ତ ପ୍ରକଳ୍ପର ରମଣ ସିଂହ ସମୀକ୍ଷା କରିଛନ୍ତି। ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ହାସଲ  ଦିଗରେ  ରହିଥିବା ସମସ୍ତ ବାଧା ଦୂର କରିବା ଲାଗି ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ରମଣ ସିଂହ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story