ସିୱେଜ ସିପିଂ ଜିଏମ୍‌ ହତ୍ୟା ମାମଲା: ବସନ୍ତ ବଳଙ୍କ ପୁଅ ଥାନାରେ ହାଜର

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳ ଆଜି ପାରାଦୀପ ଥାନାରେ ହାଜର ହୋଇଛନ୍ତି। ଚିନ୍ମୟ ଓଏସ୍‌ଏଲ୍‌ର ଜଣେ ପୂର୍ବତନ କର୍ମଚାରୀ ଥିଲେ। ଆଜି ସୁଦ୍ଧା ହାଜର ହେବାକୁ ପାରାଦୀପ ପୋଲିସ ତାଙ୍କୁ ନୋଟିସ୍‌ କରିଥିଲା। ଗତକାଲି ମହିମାଙ୍କ ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର ଏବଂ ଓଏସ୍‌ଏଲ୍‌ ଡିଜିଏମ୍‌ ରବୀନ୍ଦ୍ର ଦଳେଇ ପାରାଦୀପ […]

paradeep

paradeep

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 01:00 PM IST

Sports

Latest News

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳ ଆଜି ପାରାଦୀପ ଥାନାରେ ହାଜର ହୋଇଛନ୍ତି। ଚିନ୍ମୟ ଓଏସ୍‌ଏଲ୍‌ର ଜଣେ ପୂର୍ବତନ କର୍ମଚାରୀ ଥିଲେ। ଆଜି ସୁଦ୍ଧା ହାଜର ହେବାକୁ ପାରାଦୀପ ପୋଲିସ ତାଙ୍କୁ ନୋଟିସ୍‌ କରିଥିଲା।

ଗତକାଲି ମହିମାଙ୍କ ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର ଏବଂ ଓଏସ୍‌ଏଲ୍‌ ଡିଜିଏମ୍‌ ରବୀନ୍ଦ୍ର ଦଳେଇ ପାରାଦୀପ ଥାନାରେ ହାଜର ହୋଇଥିଲେ। ଏହି ମାମଲାରେ ପୋଲିସ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ନୋଟିସ୍‌ କରିଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos