ଗାରିମା ହରାଇଲେ ଗୁରୁ: ଛାତ୍ରୀଙ୍କ ଅଭିଯୋଗ ମତେ ଯୌନ ନିର୍ଯାତନା ଦେଲେ, ସ୍ୱାମୀଙ୍କର ବ୍ରେନ୍‌ ହାମରେଜ୍‌ ହୋଇଗଲା

ଭୁବନେଶ୍ୱର:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ଆଇଆଇଟି ଭୁବନେଶ୍ୱରରେ ଯୌନ ନିର୍ଯାତନାର ସାଂଘାତିକ ଅଭିଯୋଗ।  ନିଜ ତତ୍ତ୍ୱାବଧାନରେ ପିଏଚଡ୍‌ କରୁଥିବା ଜଣେ ଛାତ୍ରୀଙ୍କୁ ପ୍ରଫେସର୍  ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗଣମାଧ୍ୟମ ଆଗରେ ଶେଷରେ ଆଜି ମୁହଁ ଖୋଲିଛନ୍ତି ଅଭିଯୋଗକାରିଣୀ। ଏପରିକି ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ସେ। ପାଖାପାଖି ୪ ବର୍ଷର ଯନ୍ତ୍ରଣା।  ଆଉ ନିର୍ଯାତନାର କଳଙ୍କିତ ଅଧ୍ୟାୟ । ଶେଷରେ ଗଣମାଧ୍ୟମ ଆଗରେ ମୁହଁ […]

iit-1

iit-1

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:16 PM IST

Sports

Latest News

ଭୁବନେଶ୍ୱର:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ଆଇଆଇଟି ଭୁବନେଶ୍ୱରରେ ଯୌନ ନିର୍ଯାତନାର ସାଂଘାତିକ ଅଭିଯୋଗ।  ନିଜ ତତ୍ତ୍ୱାବଧାନରେ ପିଏଚଡ୍‌ କରୁଥିବା ଜଣେ ଛାତ୍ରୀଙ୍କୁ ପ୍ରଫେସର୍  ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗଣମାଧ୍ୟମ ଆଗରେ ଶେଷରେ ଆଜି ମୁହଁ ଖୋଲିଛନ୍ତି ଅଭିଯୋଗକାରିଣୀ।

ଏପରିକି ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ସେ। ପାଖାପାଖି ୪ ବର୍ଷର ଯନ୍ତ୍ରଣା।  ଆଉ ନିର୍ଯାତନାର କଳଙ୍କିତ ଅଧ୍ୟାୟ । ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପୀଡ଼ିତା। ୨୦୧୧ରେ ଭୁବନେଶ୍ୱର ଆଇଆଇଇଟିରେ ଆଡମିଶନ୍ କରି ସଂପୃକ୍ତ ଛାତ୍ରୀ ଜଣକ ପ୍ରଫେସର ଭିଆର ପେଡି  ରେଡ୍ଡିଙ୍କ ତତ୍ୱାବଧାନରେ ପିଏଚଡି କରୁଥିଲେ। ବର୍ଷେ ପରେ ପ୍ରଫେସର ରେଡୀ ତାଙ୍କୁ ଦ୍ୱିଅର୍ଥବୋଧ ଶଦ୍ଦ ପ୍ରୟୋଗ କରିବା ସହ ଅଶାଳୀନ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ କରିଛନ୍ତି।

ଏପରିକି ତାଙ୍କ ସ୍ୱାମୀଙ୍କୁ ମଧ୍ୟ ପ୍ରଫେସର ରେଡ୍ଡୀ ଦୁର୍ବ୍ୟବହାର କରିଛନ୍ତି। ଫଳରେ ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ଏହି ଛାତ୍ରୀ । ଉଭୟଙ୍କ ପିଏଚଡି ରେଜିଷ୍ଟ୍ରେସନକୁ ମଧ୍ୟ ନାକଚ କରିଦିଆଯାଇଥିବା ସେ କହିଛନ୍ତି। ଏନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ସେ ଜଣାଇଥିଲେ।  ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଓକିଲଙ୍କ ଜରିଆରେ କୁଳସଚିବଙ୍କୁ ନୋଟିସ୍ ପଠାଇଛନ୍ତି  ଅଭିଯୋଗକାରିଣୀ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇଆଇଟି କର୍ତ୍ତୃପକ୍ଷ।

ଭୁବନେଶ୍ୱର ଆଇଆଇଟି କର୍ତ୍ତୃପକ୍ଷ କହିଛନ୍ତି, ଘଟଣାର ପ୍ରାୟ ୫ ବର୍ଷ ପରେ ୨୦୧୬ରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଏହାପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଦନ୍ତ କରିଥିଲା। ଗତ ଜାନୁୟାରୀରେ ପ୍ରକାଶ ପାଇଥିବା ତଦନ୍ତ ରିପୋର୍ଟରେ ପ୍ରଫେସରଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ କୌଣସି ସତ୍ୟତା ନ ଥିବା ଦର୍ଶାଯାଇଥିଲା। ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ଆଇଆଇଟି କୁଳସଚିବଙ୍କୁ ରିପୋର୍ଟ ମାଗିଛନ୍ତି ।ଅନ୍ୟପକ୍ଷରେ କେଉଁ ତଥ୍ୟ ପ୍ରମାଣ ଆଧାରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ସଂପୃକ୍ତ ପ୍ରଫେସରଙ୍କୁ କ୍ଳିନ୍‌ ଚିଟ୍‌ ଦେଲେ? ଛାତ୍ରୀ ଜଣକ ସାନି ଅଭିଯୋଗ ଆଣିବା ପରେ ପ୍ରଶ୍ନ ଉଠୁଛି କମିଟିର ତଦନ୍ତ ଠିକ୍‌ରେ ହୋଇଛି ତ? ତେବେ ଛାତ୍ରୀଙ୍କ ଅଭିଯୋଗ ନେଇ ପ୍ରଫେସର ପେଡିରେଡୀଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story