ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ ହୋଇଛି। ମୋନା ଶର୍ମା ହେଲେ ପର୍ଯ୍ୟଟନ ବିଭାଗ ସଚିବ। ଚିତ୍ରା ଅରୁମୁଗମ ହେଲେ ମହିଳା ଓ ଶିଶୁ କଲ୍ୟାଣ ସଚିବ। କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ OHPC CMD ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଶୁଭା ଶର୍ମା ହେଲେ ବୟନ ଓ ହସ୍ତତନ୍ତ ବିଭାଗ ସଚିବ। ସେହିପରି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ହେଲେ ଡି.ଭି ସ୍ୱାମୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।