ବ୍ୟାଙ୍କ ସମ୍ମୁଖରେ ଝାମ୍ପିନେଲେ ଦୁଇ ଲକ୍ଷ ଟଙ୍କା

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ଦୁଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ସୋନପୁର ଜିଲ୍ଲା ବିନିକା କୋନିକେୟାର ରାଇସ୍‌ ମିଲର ମୁନ୍‌ସୀ ଯୋଗୀ କର ଆଜି ବରଗଡ଼ ଏକ୍ସିସ୍‌ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଏସ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ବ୍ୟାଙ୍କ ପାହାଚ ଚଢ଼ୁଥିବା ସମୟରେ ଦୁଇ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 01:06 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ଦୁଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

ସୋନପୁର ଜିଲ୍ଲା ବିନିକା କୋନିକେୟାର ରାଇସ୍‌ ମିଲର ମୁନ୍‌ସୀ ଯୋଗୀ କର ଆଜି ବରଗଡ଼ ଏକ୍ସିସ୍‌ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଏସ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ବ୍ୟାଙ୍କ ପାହାଚ ଚଢ଼ୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଯୋଗୀଙ୍କୁ ଧକ୍କା ମାରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଖବର ପାଇ ବରଗଡ଼ ଏସ୍‌ପି ବି.ଯୁଗଳକିଶୋର ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story