ମୌସୁମୀ ବର୍ଷା ଉଭାନ, ପାଣି ପମ୍ପ ବି ଅଚଳ: କୃଷି ଅଧିକାରୀ କହୁଛନ୍ତି ଧର୍ଯ୍ୟଧର

ସୁବର୍ଣ୍ଣପୁର,(ରବିନ୍ଦ୍ର ହୋତା): କଥାରେ ଅଛି ଚାଷ ତରତର ବଣିଜ ମଠ। ହେଲେ ପାଣିପାଗ ବିଭାଗର ପୂର୍ବାନୁମାନ ଓ ପହିଲି ବର୍ଷାକୁ ଦେଖି ଏବେ ତରତରରେ ଚାଷ ଆରମ୍ଭ କରିଦେଇଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ। କାରଣ ବର୍ଷାକୁ ଦେଖି ତଳି ପକାଇବାସହ ଧାନ ବୁଣିଦେଇଥିବା ଚାଷୀର ଅବସ୍ଥା ଏବେ ବେହାଲ। ଗତ ଏକ ସପ୍ତାହ ହେଲା ବର୍ଷାର ଦେଖାନାହିଁ। ଫଳରେ ଏବେ ଉଜୁଡିବା ଉପରେ ରହିଛି ଚାଷୀର ତଳି। ଆଗୁଆ ବର୍ଷାକୁ ଦେଖି ୨୫ ଏକର ଜମିପାଇଁ […]

h-99

h-99

Rakesh Mallick
  • Published: Monday, 25 June 2018
  • Updated: 25 June 2018, 07:35 PM IST

ସୁବର୍ଣ୍ଣପୁର,(ରବିନ୍ଦ୍ର ହୋତା): କଥାରେ ଅଛି ଚାଷ ତରତର ବଣିଜ ମଠ। ହେଲେ ପାଣିପାଗ ବିଭାଗର ପୂର୍ବାନୁମାନ ଓ ପହିଲି ବର୍ଷାକୁ ଦେଖି ଏବେ ତରତରରେ ଚାଷ ଆରମ୍ଭ କରିଦେଇଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ। କାରଣ ବର୍ଷାକୁ ଦେଖି ତଳି ପକାଇବାସହ ଧାନ ବୁଣିଦେଇଥିବା ଚାଷୀର ଅବସ୍ଥା ଏବେ ବେହାଲ। ଗତ ଏକ ସପ୍ତାହ ହେଲା ବର୍ଷାର ଦେଖାନାହିଁ। ଫଳରେ ଏବେ ଉଜୁଡିବା ଉପରେ ରହିଛି ଚାଷୀର ତଳି। ଆଗୁଆ ବର୍ଷାକୁ ଦେଖି ୨୫ ଏକର ଜମିପାଇଁ ତଳି ପକାଇଥିଲେ ରାଣୀପୁର ଗାଁର ଚାଷୀ ପ୍ରକାଶ କୁମାର ହୋତା।

ହେଲେ ଗତ କିଛିଦିନ ହେଲା ବର୍ଷା ଉଭେଇ ଯିବାରୁ ଏବେ ତଳିର ଅବସ୍ଥା ସଙ୍କଟାପନ୍ନ। ମାଟି ଫାଟି ଆଁ କରିବା ସହ ମରିଗଲାଣି ଧାନଗଛ। ମୁଣ୍ଡଫଟା ଖରା ଯୋଗୁଁ ଧାନ ଗଛ ସବୁ ପଚିଯିବାସହ ପତ୍ରର ରଂଗ ବି ବଦଳିଗଲାଣି। ଏବେ ପଡିଥିବା ତଳିକୁ ବଞ୍ଚାଇବାକୁ କୂଅରୁ ପାଣି ପମ୍ପ ସାହାଯ୍ୟରେ ପାଣି ଉଠାଇ ମାଡାଇବାକୁ ଉଦ୍ୟମ କରୁଥିଲେହେଁ କୂଅରେ ମାତ୍ର ୨ଫୁଟର ପାଣିଥିବାରୁ ପାଣି ମଡାଇବା ସମ୍ଭବ ହୋଇପାରୁନାହିଁ। ପ୍ରକାଶଙ୍କ ଭଳି ମେଣ୍ଡାମାଳ ଗାଁର ଗୋପାଳ ପୁରୋହିତଙ୍କ ଅବସ୍ଥାବି ସମାନ। ଆଗକୁ ବର୍ଷା ନ ହେଲେ ଚାଷୀଙ୍କ ହଜାର ହଜାର ଟଙ୍କାର ବିହନ ନଷ୍ଟ ହୋଇଯିବାର ଆଶଙ୍କା ରହିଛି।

କେବଳ ତଳି ବୁଣିଥିବା ବିହନ  ଅବସ୍ଥାବି ବେହାଲ। କାରଣ ଧାନବୁଣା ପରେ ବର୍ଷା ନ ହେବାରୁ ଶୁଖିଲା ପଡିଛି କ୍ଷେତ। ଧାନ ବିହନରୁ ଗଜା ବାହାରିପାରୁ ନ ଥିବାବେଳେ ସେପଟେ ପ୍ରତିଦିନ ଚଢେଇମାନେ ବିହନକୁ ଖାଇଯାଉଛନ୍ତି।  ଯାହାକୁ ନେଇ ଏବେ ଚାଷୀ ମୁଣ୍ଡରେ ଚଡକ। ଆସନ୍ତା ସପ୍ତାହେ ଭିତରେ ବର୍ଷା ନ ହେଲେ ପ୍ରଭାବିତ ହେବ ଏସବୁ ତଳି। ତେବେ ଚଳିତ ବର୍ଷ ଭଲ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏଣୁ ଖୁବଶୀଘ୍ର ବର୍ଷା ଆସିବ ଏବଂ ଚଳିତ ବର୍ଷ ଭଲ ଚାଷ ମଧ୍ୟ ହେବ ବୋଲି କହିବା ସହ ଏବେ ତଳି ଏବଂ ବୁଣାଯାଇଥିବା ଧାନକୁ ଯେମିତି ହେଉ ବଞ୍ଚାନ୍ତୁବୋଲି କହିଛନ୍ତି କୃଷି ଅଧିକାରୀ ଗଦାଧର ବାରିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story