ଆସୁଛି ‘ମୋରା’; ୨୪ ଘଣ୍ଟାରେ ବର୍ଷି ପାରେ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହି ସାଇକ୍ଲୋନିକ୍ ଷ୍ଟର୍ମର ନାମ ‘ମୋରା’ ରଖାଯାଇଛି। ‘ମୋରା’ ପାରଦୀପରୁ ୬୫୦ କିଲୋମିଟର  ଦୂରରେ ରହିଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

’ମୋରା’ ପାଇଁ ପାରାଦୀପ ଓ ଗୋପାଳପୁରରେ ୨ ନମ୍ୱର ସତର୍କ ସୂଚନା ଦିଆଯାଇଛି।