ଶୋଇଥିବା ବେଳେ କାମୁଡ଼ି ଦେଲା ସାପ, ସାଥୀ ହୋଇ ଚାଲିଗଲେ ମାଆ ଓ ଝିଅ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଗତକାଲି ରାତିରେ ପାପଡ଼ାହାଣ୍ଡି ବ୍ଲକ କାନାରିଚୁଆ ଗାଁର ବୁଦାଇ ଜାନି ଓ ତାଙ୍କ ଝିଅ ଅସ୍ତି ଜାନି ପରିବାର ଲୋକଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ଆସି ବୁଦାଇଙ୍କୁ କାମୁଡ଼ି ଦେଇଥିଲା। ନିଦରେ ଥାଇ ବୁଦାଇ ସାପଟିକୁ ଛାଟି ଦେଇଥିଲେ। ଫଳରେ ସାପଟି ଯାଇ ତାଙ୍କ ଝିଅ […]

mother-and-daughter-die-of-snakebite-in-nabrangpur

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 06:15 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।

ଗତକାଲି ରାତିରେ ପାପଡ଼ାହାଣ୍ଡି ବ୍ଲକ କାନାରିଚୁଆ ଗାଁର ବୁଦାଇ ଜାନି ଓ ତାଙ୍କ ଝିଅ ଅସ୍ତି ଜାନି ପରିବାର ଲୋକଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ଆସି ବୁଦାଇଙ୍କୁ କାମୁଡ଼ି ଦେଇଥିଲା। ନିଦରେ ଥାଇ ବୁଦାଇ ସାପଟିକୁ ଛାଟି ଦେଇଥିଲେ। ଫଳରେ ସାପଟି ଯାଇ ତାଙ୍କ ଝିଅ ଉପରେ ପଡ଼ିଥିଲା। ସାପଟି ଝିଅକୁ ମଧ୍ୟ କାମୁଡ଼ି ଦେଇଥିଲା।

ଆଜି ସକାଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story