ଝିଅକୁ ଉଦ୍ଧାର କରିବାକୁ ମା’-ପୁଅ ନଈକୁ ଡେଇଁଲେ, କିନ୍ତୁ…  

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କଥାରେ ଅଛି “କପାଳ ଲିଖନ କେ କରିବ ଆନ”। ଆଜି ରାୟଗଡ଼ାରେ ଘଟିଥିବା ଏକ ଦୁଃଖଦ ଘଟଣା ସହିତ ମେଳ ଖାଉଛି ଏହି ଉକ୍ତିଟି। ଦଇବର ଏହି ବିଚିତ୍ର ଖେଳ ଆଗରେ ହାର ମାନିଗଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପାର୍ବତୀପୁର ଅଞ୍ଚଳର ଜେ.ଶାନ୍ତି। ଝୁଲା ପୋଲରୁ ନଦୀକୁ ଖସି ପଡ଼ୁଥିବା ଝିଅକୁ ଉଦ୍ଧାର କରିବା ପାଇଁ ଡେଇଁ  ପଡ଼ିଥିଲେ ମାଆ ଶାନ୍ତି ଓ ତାଙ୍କ ଭାଇ। ମାତ୍ର ଦଇବର ଏହି ଖେଳ ଭିତରେ ସବୁ ଦିନ […]

Drowing

Drowing

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 08:17 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କଥାରେ ଅଛି “କପାଳ ଲିଖନ କେ କରିବ ଆନ”। ଆଜି ରାୟଗଡ଼ାରେ ଘଟିଥିବା ଏକ ଦୁଃଖଦ ଘଟଣା ସହିତ ମେଳ ଖାଉଛି ଏହି ଉକ୍ତିଟି। ଦଇବର ଏହି ବିଚିତ୍ର ଖେଳ ଆଗରେ ହାର ମାନିଗଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପାର୍ବତୀପୁର ଅଞ୍ଚଳର ଜେ.ଶାନ୍ତି। ଝୁଲା ପୋଲରୁ ନଦୀକୁ ଖସି ପଡ଼ୁଥିବା ଝିଅକୁ ଉଦ୍ଧାର କରିବା ପାଇଁ ଡେଇଁ  ପଡ଼ିଥିଲେ ମାଆ ଶାନ୍ତି ଓ ତାଙ୍କ ଭାଇ। ମାତ୍ର ଦଇବର ଏହି ଖେଳ ଭିତରେ ସବୁ ଦିନ ପାଇଁ ଆଖି ବୁଜିଲେ ଶାନ୍ତି। ସ୍ଥାନୀୟ ଲୋକେ ଝିଅକୁ ଜୀବିତ ଅବସ୍ଥାରେ ଉଦ୍ଧାର କଲେ। ହେଲେ ଭାଇର ପତ୍ତା ମିଳୁନି। ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନଗାବଳି ନଦୀ ଉପରେ ନିର୍ମାଣ ହୋଇଥିବା ଝୁଲା ପୋଲରେ।

ମକର ସଂକ୍ରାନ୍ତି ଉପଲକ୍ଷେ ଆନ୍ଧ୍ରପ୍ରଦେଶ ରାଜ୍ୟର ପାର୍ବତୀପୁରମ ଅଞ୍ଚଳର ଜେ.ଶାନ୍ତିଙ୍କ ପରିବାର ଲୋକେ ରାୟଗଡ଼ା ଜିଲ୍ଲା ବୁଲିବାକୁ ଆସିଥିଲେ। ଆଜି ଉକ୍ତ ପରିବାର ମାଆ ମଝିଘରିଆଣୀଙ୍କୁ ଦର୍ଶନ କରି ନାଗାବଳି ନଦୀରେ ଦେଖିବାକୁ ଯାଇଥିଲେ। କୌଣସି କାରଣ ବଶତଃ ଝୁଲା ପୋଲରେ ଜେ.ଶାନ୍ତିଙ୍କ ଝିଅର ଗୋଡ଼ ଖସି ଯାଇଥିଲା। ଫଳରେ ସେ ନଦୀକୁ ଖସି ପଡ଼ିଥିଲେ। ଝିଅକୁ ଉଦ୍ଧାର କରିବା ପାଇଁ ମାଆ ଓ ଭାଇ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ଦଇବର ଖେଳ ଥିଲା ଭିନ୍ନ। ଉଦ୍ଧାର କରିବାକୁ ଯାଇ ଦେବଦୂତ ସାଜିଥିବା ମାଆ ଭାସିଗଲେ। ସ୍ଥାନୀୟ ଲୋକେ ଶାନ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଝିଅକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏବେ ସୁଦ୍ଧା ଭାଇର ପତ୍ତା ମିଳୁନି। ଉଦ୍ଧାର କାର୍ଯ୍ୟ ଚାଲିଛି। ଗୁରୁତର ଅବସ୍ଥାରେ ଝିଅକୁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story