ମା’ପୁଅ ଦେଇଥିଲେ ମାଟ୍ରିକ୍ ପରୀକ୍ଷା, ଦୁହେଁ ପାସ୍‌

ଜଳେଶ୍ୱର (ଅଜିତ କୁମାର ଦାସ): ପରିସ୍ଥିତି ଖରାପ ଯୋଗୁଁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ତେବେ ସ୍ୱାମୀ ଓ ପୁଅଙ୍କଠାରୁ ପ୍ରେରଣା ପାଇ ସେ ଏଥର ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଆଉ ସେ ଏଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ତାଙ୍କ ନାଁ ତପଇ ଖଟୁଆ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗବରଘାଟ ପଞ୍ଚାୟତରେ। ତାଙ୍କ ପୁଅ ବିକାଶ ବି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ ଭଲ ମାର୍କ ରଖି ପାସ୍ […]

mothercopy

mothercopy

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 07:23 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ପରିସ୍ଥିତି ଖରାପ ଯୋଗୁଁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ତେବେ ସ୍ୱାମୀ ଓ ପୁଅଙ୍କଠାରୁ ପ୍ରେରଣା ପାଇ ସେ ଏଥର ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଆଉ ସେ ଏଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ତାଙ୍କ ନାଁ ତପଇ ଖଟୁଆ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗବରଘାଟ ପଞ୍ଚାୟତରେ। ତାଙ୍କ ପୁଅ ବିକାଶ ବି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ ଭଲ ମାର୍କ ରଖି ପାସ୍ କରିଛନ୍ତି।

ତପଇ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପଢୁଥିଲେ। ତାଙ୍କ ପୁଅ ଅଗ୍ରାୟାଲୁ ସୀମାନ୍ତ ନୋଡ଼ାଲ ହାଇସ୍କୁଲରେ ପଢୁଥିଲେ।

ତପଇ କହିଛନ୍ତି,“ମୋର ଏ ସଫଳତା ପଛରେ ମୋ ସ୍ୱାମୀଙ୍କ ହାତ ରହିଛି। ସେ ମତେ ମାଟ୍ରିକ୍ ପରୀକ୍ଷା ଦେବାକୁ ବାରମ୍ବାର କହିଥିଲେ। ଏବେ ଘରର ପରିସ୍ଥିତି ବଦଳି ଥିବାରୁ ସେ ମୋତେ ପାଠପଢ଼ିବାକୁ କହିଥିଲେ। ପୁଅ ମଧ୍ୟ ମତେ ବହୁତ ଉତ୍ସାହିତ କରିଛି।”

ବିକାଶ କହିଛନ୍ତି,“ମା’ ପାଠ ପଢ଼ିବାର ଦେଖି ମୋର ବି ଉତ୍ସାହ ବଢ଼ିଲା। ମୁଁ ପୂର୍ବରୁ ଅଳ୍ପ ସମୟ ପଢୁଥିଲି। ତେବେ ମା’ଙ୍କୁ ପଢ଼ିବା ଦେଖି ମୁଁ ଅଧିକ ସମୟ ପଢ଼ିଲି ଓ ଭଲ ମାର୍କ ରଖି ପାସ୍ କଲି।”

ଆହୁରି ପଢ଼ନ୍ତୁ- ଏକାଠି ମାଟ୍ରିକ୍ପାସ୍କଲେ ବାପପୁଅ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story