ମୁର୍ଖ ମାଆର ମୁର୍ଖାମୀ: ନିଜ ଶିଶୁକୁ ନିଜେ ଦେଲା ଚେଙ୍କ

କେନ୍ଦୁଝର: ଚିକିତ୍ସା ନାଁରେ କେତେବେଳେ ପରିବାର ଲୋକେ ତ ଆଉ କେଉଁଠି ଦିଶାରୀ ଜରିଆରେ ଶିଶୁଙ୍କୁ ଦିଆଯାଉଛି ଚେଙ୍କ। ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସ ଲୋକଙ୍କୁ ବଶୀଭୂତ କରି ରଖିଛି। ବିଶେଷ କରି ଆଦିବାସୀ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। ସଚେତନତା ସତ୍ତ୍ୱେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି କାଣ୍ଡରେ ମା’ ମାନେ ଜଡିତ ଥିବା ଦେଖିବାକୁ ମିଳୁଛି। ସେମାନେ ପିଲାର ରୋଗ ଭଲ କରିବାକୁ ଯାଇ ନିଜ ମମତାକୁ […]

kendujhar

kendujhar

Rakesh Mallick
  • Published: Monday, 12 June 2017
  • Updated: 12 June 2017, 09:10 PM IST

Sports

Latest News

କେନ୍ଦୁଝର: ଚିକିତ୍ସା ନାଁରେ କେତେବେଳେ ପରିବାର ଲୋକେ ତ ଆଉ କେଉଁଠି ଦିଶାରୀ ଜରିଆରେ ଶିଶୁଙ୍କୁ ଦିଆଯାଉଛି ଚେଙ୍କ। ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସ ଲୋକଙ୍କୁ ବଶୀଭୂତ କରି ରଖିଛି। ବିଶେଷ କରି ଆଦିବାସୀ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। ସଚେତନତା ସତ୍ତ୍ୱେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି କାଣ୍ଡରେ ମା’ ମାନେ ଜଡିତ ଥିବା ଦେଖିବାକୁ ମିଳୁଛି। ସେମାନେ ପିଲାର ରୋଗ ଭଲ କରିବାକୁ ଯାଇ ନିଜ ମମତାକୁ ବଳି ପକାଇ ଦେଉଛନ୍ତି। ଆଉ ଶିଶୁର ଦେହରେ ଦାଗି ଦେଉଛନ୍ତି ଚେଙ୍କ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଗତ ୨ ଦିନରେ କେନ୍ଦୁଝର ଜିଲ୍ଲାରେ ୪ଟି ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।

ଜିଲ୍ଲାର ବଲାଣି ଅଞ୍ଚଳରେ ଏକ ୨ ମାସର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିଲାଟିର ପେଟ ଫାମ୍ପିବାରୁ ତା’ର ମା’ ଏହି କାଣ୍ଡ ଭିଆଇଛି।

ସେହିପରି ବାଂଶପାଳ ବ୍ଲକ ଅଣସୁଆ ଗାଁରେ ଏକ ୪ ବର୍ଷର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ମ୍ୟାଲେରିଆ ଭଲ କରିବାକୁ ଶିଶୁପୁତ୍ରକୁ ତା’ର ମା ଚେଙ୍କ ଦେଇଛି।

ଗତକାଲି ଜିଲ୍ଲାରେ ୨ଟି ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story