ମୋତିଲାଲ ଲିଙ୍କ୍: ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ତଦନ୍ତଭୁକ୍ତ କରିବାକୁ ଯୁବ କଂଗ୍ରେସର ଦାବି  

ଭୁବନେଶ୍ୱର: ଜାଲ୍‌ ବିଜ୍ଞାପନ ଦ୍ୱାରା ୬୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଡାକ୍ତର ମୋତିଲାଲ୍‌ ଗୌଡ଼ଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଆଜି ପୁଣି ଯୁବ କଂଗ୍ରେସ ଟାର୍ଗେଟ୍‌  କରିଛି। ମୋତିଲାଲ୍‌ଙ୍କ ସହ ସମ୍ପର୍କ ଥିବା  ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କୁ ତଦନ୍ତଭୁକ୍ତ କରିବାକୁ ଯୁବ କଂଗ୍ରେସ ଦାବି କରିଛି। ଏମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ତଦନ୍ତ  ପରିସରକୁ ଅଣାଯାଉ ବୋଲି ଯୁବ କଂଗ୍ରେସ କହିଛି। ନଚେତ୍‌ ଆସନ୍ତା ମଙ୍ଗଳବାର ଦିନ ଯୁବ କଂଗ୍ରେସ କର୍ମୀ ନିବାସ ଘେରାଉ […]

motilalal

motilalal

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 02:40 PM IST

ଭୁବନେଶ୍ୱର: ଜାଲ୍‌ ବିଜ୍ଞାପନ ଦ୍ୱାରା ୬୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଡାକ୍ତର ମୋତିଲାଲ୍‌ ଗୌଡ଼ଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଆଜି ପୁଣି ଯୁବ କଂଗ୍ରେସ ଟାର୍ଗେଟ୍‌  କରିଛି। ମୋତିଲାଲ୍‌ଙ୍କ ସହ ସମ୍ପର୍କ ଥିବା  ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କୁ ତଦନ୍ତଭୁକ୍ତ କରିବାକୁ ଯୁବ କଂଗ୍ରେସ ଦାବି କରିଛି। ଏମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ତଦନ୍ତ  ପରିସରକୁ ଅଣାଯାଉ ବୋଲି ଯୁବ କଂଗ୍ରେସ କହିଛି। ନଚେତ୍‌ ଆସନ୍ତା ମଙ୍ଗଳବାର ଦିନ ଯୁବ କଂଗ୍ରେସ କର୍ମୀ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story