ଜୈବ ଇନ୍ଧନ ଉତ୍ପାଦନ ଲାଗି ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୈବ ଇନ୍ଧନ ଉତ୍ପାଦନ ଲାଗି ଗବେଷଣା ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ବିପିସିଏଲ୍‌(BPCL)  ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱିବିଦ୍ୟାଳୟ ଓୟୁଏଟି (OUAT) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଜୈବ ରାସାୟନିକ ପ୍ରକ୍ରିୟାର ବ୍ୟବହାର କରି ଧାନ ନଡ଼ାକୁ ଜୈବ ଇନ୍ଧନ ପ୍ରସ୍ତତ ଉପରେ ଗବେଷଣା କରାଯିବ।  ଏଥିପାଇଁ BPCL ପକ୍ଷରୁ OUATକୁ ୫ କୋଟି ଟଙ୍କାର ଅନୁଦାନ ଦିଆଯିବ। ଏଥିରୁ ୩ କୋଟି ଟଙ୍କା ଗବେଷଣା ପାଇଁ […]

bjp

bjp

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 02:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୈବ ଇନ୍ଧନ ଉତ୍ପାଦନ ଲାଗି ଗବେଷଣା ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ବିପିସିଏଲ୍‌(BPCL)  ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱିବିଦ୍ୟାଳୟ ଓୟୁଏଟି (OUAT) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଜୈବ ରାସାୟନିକ ପ୍ରକ୍ରିୟାର ବ୍ୟବହାର କରି ଧାନ ନଡ଼ାକୁ ଜୈବ ଇନ୍ଧନ ପ୍ରସ୍ତତ ଉପରେ ଗବେଷଣା କରାଯିବ।  ଏଥିପାଇଁ BPCL ପକ୍ଷରୁ OUATକୁ ୫ କୋଟି ଟଙ୍କାର ଅନୁଦାନ ଦିଆଯିବ। ଏଥିରୁ ୩ କୋଟି ଟଙ୍କା ଗବେଷଣା ପାଇଁ ଖର୍ଚ୍ଚ କରାଯିବ।  ଅନ୍ୟ ୨ କୋଟି ଟଙ୍କା ଉପଯୋଗ କରି ବିଶ୍ୱବିଦ୍ୟାଳୟରେ BPCL ଚେୟାର ପ୍ରସ୍ତୁତ କରାଯିବ।

ଏହି ଗବେଷଣା ମାଧ୍ୟମରେ ଜୈବ ଇନ୍ଧନ ପ୍ରସ୍ତୁତ ପାଇଁ ନୂତନ ଧାନ କିଶମର ବିକାଶ ପାଇଁ ମଧ୍ୟ ଉଦ୍ୟମ କରାଯିବ।  ଏମ୍‌ଓୟୁ ସ୍ୱାକ୍ଷରରେ ସମୟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story