ହସ୍ପିଟାଲରେ ଏଭେରେଷ୍ଟ ରାଣୀ କଳ୍ପନା

ଢେଙ୍କାନାଳ: କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି ଓଡିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ। ପେଟ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଗତକାଲି ରାତିରେ ବଡ ମେଡିକାଲର ମହିଳା ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। କଳ୍ପନା ପୂର୍ବରୁ ଦୁଇ ଥର ଏଭେରେଷ୍ଟ ଚଢ଼ି ଅସଫଳ ହୋଇଥିଲେ। ପାଗ ଖରାପ ଯୋଗୁଁ ଚଢ଼ି ପାରିନଥିଲେ। ତେବେ ୨୦୦୮ ମସିହାରେ ଏଭେରେଷ୍ଟ ଚଢ଼ିବାରେ ସଫଳ ହୋଇଥିଲେ।

Kalpana-Dash-720x430

Kalpana-Dash-720x430

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 09:49 PM IST

Sports

Latest News

ଢେଙ୍କାନାଳ: କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି ଓଡିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ। ପେଟ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଗତକାଲି ରାତିରେ ବଡ ମେଡିକାଲର ମହିଳା ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

କଳ୍ପନା ପୂର୍ବରୁ ଦୁଇ ଥର ଏଭେରେଷ୍ଟ ଚଢ଼ି ଅସଫଳ ହୋଇଥିଲେ। ପାଗ ଖରାପ ଯୋଗୁଁ ଚଢ଼ି ପାରିନଥିଲେ। ତେବେ ୨୦୦୮ ମସିହାରେ ଏଭେରେଷ୍ଟ ଚଢ଼ିବାରେ ସଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story