ବିମାନ ବିଳମ୍ୱକୁ ନେଇ ସାଂସଦ ତଥାଗତ ଶତପଥୀଙ୍କ ଧାରଣା

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ବିଳମ୍ୱକୁ ନେଇ ଶୁକ୍ରବାର ସାଂସଦ ତଥାଗତ ଶତପଥୀ ଧାରଣାରେ ବସିଥିଲେ। ଏୟାର ଇଣ୍ଡିଆର ଏକ ବିମାନ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଉଡ଼ାଣ କରିବାକୁ ଥିବା ବେଳେ ୪ ଘଣ୍ଟାରୁ ଅଧିକ ସମୟ ବିଳମ୍ୱ ହୋଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଲାଗି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ ଭୋପାଳକୁ ଉଡ଼ାଣ ଲାଗି ଅନୁମତି ଦେଇଥିବା ଅଭିଯୋଗ ହୋଇଛି। […]

dhrana

dhrana

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 11:06 AM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ବିଳମ୍ୱକୁ ନେଇ ଶୁକ୍ରବାର ସାଂସଦ ତଥାଗତ ଶତପଥୀ ଧାରଣାରେ ବସିଥିଲେ। ଏୟାର ଇଣ୍ଡିଆର ଏକ ବିମାନ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଉଡ଼ାଣ କରିବାକୁ ଥିବା ବେଳେ ୪ ଘଣ୍ଟାରୁ ଅଧିକ ସମୟ ବିଳମ୍ୱ ହୋଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଲାଗି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ ଭୋପାଳକୁ ଉଡ଼ାଣ ଲାଗି ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ପରେ ଆଉ ଏକ ବିମାନରେ ସାଂସଦ ତଥାଗତଙ୍କ ସହ ଅନ୍ୟ ଯାତ୍ରୀମାନେ ଭୁବନେଶ୍ୱର ଆସିଥିଲେ। ତେବେ ଏୟାର ଇଣ୍ଡିଆର ଏଭଳି ଭିଆଇପି କଲଚରକୁ ସାଂସଦ ତଥାଗତ ଶତପଥୀ ତୀବ୍ର ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos