ସାଂସଦଙ୍କ ଘର ଉପରକୁ ଆକ୍ରମଣ: ୨୦ ଅଧିକ ବାଇକ୍‌ ଭଙ୍ଗାରୁଜା

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଏନ୍‌.ଭାସ୍କର ରାଓଙ୍କ ରାୟଗଡ଼ା ଜିଲ୍ଲା ଗୌତମନଗର ସ୍ଥିତ ଘର ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ୭ରୁ ଅଧିକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ବାଇକ୍‌ ଭଙ୍ଗାରୁଜା ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବାସ ଭବନ ଆଖପାଖ ଅଞ୍ଚଳରେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଗତକାଲି ସାଂସଦଙ୍କ ସମର୍ଥକ ଓ ରାମଚନ୍ଦ୍ରପୁର ଅଞ୍ଚଳର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ […]

raygada right 7 injure

raygada right 7 injure

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 04:13 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଏନ୍‌.ଭାସ୍କର ରାଓଙ୍କ ରାୟଗଡ଼ା ଜିଲ୍ଲା ଗୌତମନଗର ସ୍ଥିତ ଘର ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ୭ରୁ ଅଧିକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ବାଇକ୍‌ ଭଙ୍ଗାରୁଜା ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବାସ ଭବନ ଆଖପାଖ ଅଞ୍ଚଳରେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

ଗତକାଲି ସାଂସଦଙ୍କ ସମର୍ଥକ ଓ ରାମଚନ୍ଦ୍ରପୁର ଅଞ୍ଚଳର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଜି ରାମଚନ୍ଦ୍ରପୁର ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ସାଂସଦଙ୍କ ବାସ ଭବନ ଉପରକୁ ଆକ୍ରମଣ କରିଥିଲେ। ସାଂସଦଙ୍କ ସମର୍ଥକ ବିରୋଧ କରିବାରୁ ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ହୋଇଥିଲା। ଫଳରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଛି। ଆହତଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story