ବାଲେଶ୍ୱର: ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣା

ବାଲେଶ୍ୱର: ବାଲେଶ୍ୱରରେ ଗୁରୁବାର ଆତ୍ମହତ୍ୟା କରିଥିବା ଚାଷୀ ରାମକୃଷ୍ଣ ନାୟକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଧାରଣା ଦିଆଯାଇଛି। କୃଷକ ଏକତା ମଞ୍ଚର ପକ୍ଷରୁ କ୍ଷତିପୂରଣ ଦାବିରେ କୃଷକଙ୍କ ମୃତଦେହ ରଖି ଜିଲ୍ଲାପାଳଙ୍କ ବାସଭବନ ଆଗରେ ଧାରଣା ଦିଆଯାଇଥିଲା। ରାମକୃଷ୍ଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ। କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଭୋଗରାଇ ବ୍ଲକ କୁସୁଦା ଗାଁର ରାମକୃଷ୍ଣ ଫସଲହାନୀ ଚିନ୍ତାରେ […]

farmer

farmer

Rakesh Mallick
  • Published: Friday, 13 November 2015
  • Updated: 13 November 2015, 04:37 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱରରେ ଗୁରୁବାର ଆତ୍ମହତ୍ୟା କରିଥିବା ଚାଷୀ ରାମକୃଷ୍ଣ ନାୟକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଧାରଣା ଦିଆଯାଇଛି। କୃଷକ ଏକତା ମଞ୍ଚର ପକ୍ଷରୁ କ୍ଷତିପୂରଣ ଦାବିରେ କୃଷକଙ୍କ ମୃତଦେହ ରଖି ଜିଲ୍ଲାପାଳଙ୍କ ବାସଭବନ ଆଗରେ ଧାରଣା ଦିଆଯାଇଥିଲା। ରାମକୃଷ୍ଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ। କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଭୋଗରାଇ ବ୍ଲକ କୁସୁଦା ଗାଁର ରାମକୃଷ୍ଣ ଫସଲହାନୀ ଚିନ୍ତାରେ ମାନସିକ ଚିନ୍ତାରେ ଥିଲେ । ଏପରି ସ୍ଥିତିରେ ଗତ ଶନିବାର ରାମକୃଷ୍ଣ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଦିନ ଅବସ୍ଥାରେ ଗତକାଲି ରାମକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story