ନିଖୋଜ ବଣ୍ଡା ଛାତ୍ରଙ୍କୁ ଖୋଜି ଖୋଜି ‘କିସ୍‌’ରେ ପଶିଲା ମୁଦୁଲିପଡ଼ା  ପୋଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରିର ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ଭୁବନେଶ୍ୱର କିସ୍‌ରୁ ନିଖୋଜ ହୋଇଯାଇଥିଲେ। ଏନେଇ ରାମଚନ୍ଦ୍ରଙ୍କ ମାଆ ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଆଜିଠାରୁ ତଦନ୍ତ ଆରମ୍ଭ କରିଛି। ମୁଦୁଲିପଡ଼ା ଥାନା ଆଇଆଇସିଙ୍କ ସହ ୨ଜଣ ପୋଲିସ ଅଧିକାରୀ ଆଜି କିସ୍‌କୁ ଆସି  ରାମଚନ୍ଦ୍ର ମାନ୍ଦ୍ରା କେବେ ଆଡମିଶନ ନେଇଥିଲେ ଓ କେବେ ଘରକୁ ଯାଇଥିଲେ ସେନେଇ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରିଥିଲେ। ତେବେ କେଉଁ ସବୁ ତଥ୍ୟ […]

vlcsnap-8200-03-06-02h29m26s142-720x430

vlcsnap-8200-03-06-02h29m26s142-720x430

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରିର ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ଭୁବନେଶ୍ୱର କିସ୍‌ରୁ ନିଖୋଜ ହୋଇଯାଇଥିଲେ। ଏନେଇ ରାମଚନ୍ଦ୍ରଙ୍କ ମାଆ ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଆଜିଠାରୁ ତଦନ୍ତ ଆରମ୍ଭ କରିଛି। ମୁଦୁଲିପଡ଼ା ଥାନା ଆଇଆଇସିଙ୍କ ସହ ୨ଜଣ ପୋଲିସ ଅଧିକାରୀ ଆଜି କିସ୍‌କୁ ଆସି  ରାମଚନ୍ଦ୍ର ମାନ୍ଦ୍ରା କେବେ ଆଡମିଶନ ନେଇଥିଲେ ଓ କେବେ ଘରକୁ ଯାଇଥିଲେ ସେନେଇ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରିଥିଲେ। ତେବେ କେଉଁ ସବୁ ତଥ୍ୟ ମୁଦୁଲିପଡ଼ା ପୋଲିସ ସଂଗ୍ରହ କରିଛି ସେ ସମ୍ପର୍କରେ ସ୍ପଷ୍ଟ କିଛି ଜଣାପଡ଼ିନାହିଁ।

ଗାଁ ସ୍କୁଲରେ ପଞ୍ଚମ ପାସ୍ କରିବା ପରେ ପୁଅ ରାମଚନ୍ଦ୍ରକୁ ବଣ୍ଡା ଉନ୍ନୟନ ସଂସ୍ଥା ଜରିଆରେ କିସ୍‌କୁ ପାଠ ପଢ଼ିବାକୁ ଆସିଥିଲେ। ପ୍ରତିବର୍ଷ ଖରା ଛୁଟିରେ ସେ ଗାଁକୁ ଯାଉଥିଲେ। ୨୦୧୫ ମସିହାରେ ନବମ ପରୀକ୍ଷା ସରିବା ପରେ କିନ୍ତୁ ଘରକୁ ଆସିନଥିଲେ। ଏହାକୁ ନେଇ ପରିବାର ଲୋକେ ବ୍ୟତିବସ୍ତ ହୋଇପଡ଼ିଥିଲେ। ରାମଚନ୍ଦ୍ରଙ୍କ ମାଆ ବଣ୍ଡା ଭାଷା ଛଡ଼ା ଅନ୍ୟ କୌଣସି ଭାଷା ଜାଣିନଥିଲେ। ସେଥିପାଇଁ ପୁଅକୁ ଖୋଜିବାକୁ ରାଜଧାନୀକୁ ଆସିପାରିନଥିଲେ। ତେଣୁ ସମ୍ପର୍କୀୟମାନେ ପୁଅକୁ ଖୋଜିବା ପାଇଁ ଭୁବନେଶ୍ୱର କିସ୍ ଆସିଥିଲେ। ମାତ୍ର ରାମଚନ୍ଦ୍ର ଏଠାରେ ନଥିବା କହିଥିଲେ କିସ୍ କର୍ତ୍ତୃପକ୍ଷ।

ପୁଅ ନିଖୋଜ ନେଇ ବୁଦାଇ ମାନ୍ଦ୍ରା ମୁଦୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତା’ସହ ଭୁବନେଶ୍ୱର ଆସି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟି ଗୁହାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story