ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ପ୍ରତିଦିନ କଲେଜ ଛାତ୍ରଛାତ୍ରୀ ଚିଠି ଲେଖିବେ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ସବୁ କଲେଜରୁ ପ୍ରତିଦିନ ଛାତ୍ରୀଛତ୍ରୀମାନେ ନବୀନ ନିବାସକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବେ। ଏଥିରେ ସହଜ ଓ ସରଳ ଉପାୟରେ କିପରି ଓଡ଼ିଆ ଶିଖି ହେବ ତାହା ସ୍ଥାନ ପାଇବ। ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପୂର୍ବରୁ ବର୍ଣ୍ଣବୋଧ ବହି ଧରି ଛାତ୍ର କଂଗ୍ରେସ ନବୀନ ନିବାସକୁ ଯିବା ଅଭିଯାନ କରିଥିଲେ। ଆଜିର ବୈଠକରେ ସବୁ ନିର୍ବାଚନମଣ୍ଡଳୀ ପାଇଁ ଛାତ୍ର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା।

କଂଗ୍ରେସର ଏପରି ଅଭିଯାନକୁ ଛାତ୍ର ବିଜେଡି ପକ୍ଷରୁ ସମାଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ନକ୍ସଲଙ୍କୁ ଅପିଲ୍‌ କଲେ ଡିଜି ଅଭୟ

ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡ ଶଟ୍‌ଡାଉନ୍‌

ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ସମାଲୋଚନା କରି ବନ୍ଧାହେଲେ ଯୁବକ

ଜଣେ ଦାନ୍ତ ଡାକ୍ତରଙ୍କ ସମେତ ଭୁବନେଶ୍ୱରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଅପିଲ୍‌

ଝିଅକୁ ପ୍ରେମ କରି ବାପା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ମନା

ବ୍ଲକ ଶିକ୍ଷା ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ଟଙ୍କା

ଦାଦା-ଝିଆରି ପ୍ରେମର କରୁଣ ପରିଣତି