ମୁଖ୍ୟ ସୂଚନା କମିଶନର ହେଲେ ସୁନୀଲ ମିଶ୍ର

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ସୁନୀଲ ମିଶ୍ର ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନୀଲ ମିଶ୍ର ଜଣେ ଅବସରପ୍ରାପ୍ତ ପ୍ରଶାସକ। ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ସୁନୀଲଙ୍କ ନାଁ ସୁପାରିଶ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

କାଲି ଏହି ୧୫ ମିନିଟ୍‌ ପାଇଁ ବିଜୁଳି ନ ଜାଳିବାକୁ ଆହ୍ୱାନ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କାଲି ଅବପାତ ରୂପ ନେବ ଲଘୁଚାପ !

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି