‘ମୁଖ୍ୟମନ୍ତ୍ରୀ କଳାକାର’ ଯୋଜନା ଘୋଷଣା କଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କଳାକାରଙ୍କ ପାଇଁ ଖସି ଖବର। ସେମାନଙ୍କ କଲ୍ୟାଣ ପାଇଁ ଆଜି ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି-“ଓଡ଼ିଶା ହେଉଛି କଳା ଓ କାଳାକାରଙ୍କ ରାଜ୍ୟ। କଳାକାରମାନେ ଆମ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେଥିପାଇଁ ସେମାନଙ୍କ କଲ୍ୟାଣ ପାଇଁ ୨୦୦୦ ମସିହାରୁ ରାଜ୍ୟ ସରକାର […]

jatra-759-5

jatra-759-5

Rakesh Mallick
  • Published: Monday, 15 January 2018
  • Updated: 15 January 2018, 05:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କଳାକାରଙ୍କ ପାଇଁ ଖସି ଖବର। ସେମାନଙ୍କ କଲ୍ୟାଣ ପାଇଁ ଆଜି ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି-“ଓଡ଼ିଶା ହେଉଛି କଳା ଓ କାଳାକାରଙ୍କ ରାଜ୍ୟ। କଳାକାରମାନେ ଆମ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେଥିପାଇଁ ସେମାନଙ୍କ କଲ୍ୟାଣ ପାଇଁ ୨୦୦୦ ମସିହାରୁ ରାଜ୍ୟ ସରକାର କାମ କରି ଆସୁଛି। ଆଜି ଘୋଷଣା ହୋଇଥିବା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା’ ଯୋଜନାରେ ଏବେ କଳାକାରମାନେ ମାସିକ ୧୨୦୦ ଟଙ୍କା ପାଇବେ। ଏହି ଯୋଜନାରେ ୫୦,୦୦୦ କଳାକାରଙ୍କୁ ସାମିଲ କରାଯିବ। ଏହାଛଡ଼ା କଳାକାରଙ୍କ ବୟସ ସୀମା ମଧ୍ୟ କମାଇ ଦିଆଯାଇଛି।”

ରାଜ୍ୟରେ ବର୍ତ୍ତମାନ ୪୦୦୦ କଳାକାର ମାସିକ ୧୦୦୦ ଟଙ୍କା ଭତ୍ତା ପାଉଥିଲେ। ଭତ୍ତା ପାଉଥିବା ମହିଳା କଳାକାରଙ୍କ ବୟସ ୫୦ ଓ ପୁରୁଷଙ୍କ ବୟସ ୬୦ ରହିଥିଲା। ଏହାକୁ ଏବେ କମାଇ ଦିଆଯାଇଛି। ମହିଳା କଳାକାରମାନେ ୪୦ ଓ ପୁରୁଷ କଳାକାରମାନେ ୫୦ ବର୍ଷ ବୟସରେ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ କଳାକାରମାନେ ଜିଲ୍ଲାସ୍ତରରେ ଆବେଦନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story