ମୁମ୍ୱାଇ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଜୟନ୍ତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମୁମ୍ବାଇ କମଲା ମିଲ୍ସରେ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଘଟଣା ଅତ୍ୟନ୍ତ ଦୁଃଖଦାୟକ, ପରିସ୍ଥିତିର ମୁକାବିଲା ପାଇଁ  ଭଗବାନ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ସେ ଟ୍ୱିଟ୍ କରିଛନ୍ତି। ୨୦୧୬ ଡିସେମ୍ୱର ୫ ତାରିଖରେ ଦେଶରେ ପର୍ଯ୍ୟାପ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା ଦର୍ଶାଇ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତ୍ୱରିତ ପଦକ୍ଷେପ ନେବାକୁ ସାଂସଦ ବୈଜୟନ୍ତ ପଣ୍ଡା ଅନୁରୋଧ କରିଥିଲେ। ଗତକାଲି ରାତିରେ […]

mumbai-fire-

mumbai-fire-

Rakesh Mallick
  • Published: Friday, 29 December 2017
  • Updated: 29 December 2017, 11:32 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମୁମ୍ବାଇ କମଲା ମିଲ୍ସରେ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଘଟଣା ଅତ୍ୟନ୍ତ ଦୁଃଖଦାୟକ, ପରିସ୍ଥିତିର ମୁକାବିଲା ପାଇଁ  ଭଗବାନ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି ସେ ଟ୍ୱିଟ୍ କରିଛନ୍ତି।

୨୦୧୬ ଡିସେମ୍ୱର ୫ ତାରିଖରେ ଦେଶରେ ପର୍ଯ୍ୟାପ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା ଦର୍ଶାଇ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତ୍ୱରିତ ପଦକ୍ଷେପ ନେବାକୁ ସାଂସଦ ବୈଜୟନ୍ତ ପଣ୍ଡା ଅନୁରୋଧ କରିଥିଲେ।

ଗତକାଲି ରାତିରେ ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ ହୋଇଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି। ଶ୍ୱାସରୁଦ୍ଧ ହୋଇଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story