ମୁମ୍ବାଇରେ ବରଗଡ଼ ଘଟଣାର ପ୍ରତିଫଳନ: ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କୁ କଳାପତାକା ଦେଖାଇଲା ବିଜେପି

ମୁମ୍ବାଇ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାର ପ୍ରତିଫଳନ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇରେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ବିଜୁ ଶତବାର୍ଷିକୀ ଉପଲକ୍ଷେ ମୁମ୍ବାଇରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନ୍ତ୍ରୀ ଓ ବିଧାୟକ ଯାଇଥିବା ବେଳେ ଏପରି ବିରୋଧର ସମ୍ମୁଖୀନ ହୋଇଛନ୍ତି।  ବିଜେପି ମୁମ୍ବାଇ ଓଡ଼ିଆ ସେଲ୍‌ ସଭାପତି ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଏହି ବିରୋଧ କରାଯାଇଥିଲା। […]

mumbai

mumbai

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 07:00 PM IST

Sports

Latest News

ମୁମ୍ବାଇ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାର ପ୍ରତିଫଳନ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇରେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି।

ବିଜୁ ଶତବାର୍ଷିକୀ ଉପଲକ୍ଷେ ମୁମ୍ବାଇରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନ୍ତ୍ରୀ ଓ ବିଧାୟକ ଯାଇଥିବା ବେଳେ ଏପରି ବିରୋଧର ସମ୍ମୁଖୀନ ହୋଇଛନ୍ତି।  ବିଜେପି ମୁମ୍ବାଇ ଓଡ଼ିଆ ସେଲ୍‌ ସଭାପତି ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଏହି ବିରୋଧ କରାଯାଇଥିଲା। ଏଥିରେ ସେଲ୍‌ର ସାଧାରଣ ସମ୍ପାଦକ, ଉପସଭାପତି ଓ ଅନ୍ୟକର୍ମକର୍ତ୍ତା ସାମିଲ ହୋଇଥିଲେ।

ବିଜେଡିର ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କର ମଧ୍ୟ ଯୋଗଦେବାର ଥିଲା। କୌଣସି କାରଣରୁ ତାଙ୍କ ଗସ୍ତ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story