ରମେଶଙ୍କ ସହଯୋଗୀ ମୁରଲୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ୍

କଟକ: ଗିରଫ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଘନିଷ୍ଠ ସହଯୋଗୀ ଆର. ମୁରଲୀ ମୋହନଙ୍କୁ ଦୁଇଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କ।ରେ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଛଅ ମାସ ପର୍ଯ୍ୟନ୍ତ ମାସକୁ ଥରେ ଥାନାରେ ହାଜର ହେବାକୁ ଅଦାଲତ ସର୍ତ୍ତ ରଖିଛନ୍ତି।  ପାଞ୍ଚ କୋଟି ଟଙ୍କ। ମୂଲ୍ୟର ଏକ ଜମିକୁ ଚଞ୍ଚକତା କରି ୧୦ ଲକ୍ଷ ଟଙ୍କ।ରେ ଜୋରଜବରଦସ୍ତି କିଣି […]

murali

murali

Rakesh Mallick
  • Published: Friday, 13 May 2016
  • Updated: 13 May 2016, 11:40 AM IST

Sports

Latest News

କଟକ: ଗିରଫ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଘନିଷ୍ଠ ସହଯୋଗୀ ଆର. ମୁରଲୀ ମୋହନଙ୍କୁ ଦୁଇଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କ।ରେ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଛଅ ମାସ ପର୍ଯ୍ୟନ୍ତ ମାସକୁ ଥରେ ଥାନାରେ ହାଜର ହେବାକୁ ଅଦାଲତ ସର୍ତ୍ତ ରଖିଛନ୍ତି।  ପାଞ୍ଚ କୋଟି ଟଙ୍କ। ମୂଲ୍ୟର ଏକ ଜମିକୁ ଚଞ୍ଚକତା କରି ୧୦ ଲକ୍ଷ ଟଙ୍କ।ରେ ଜୋରଜବରଦସ୍ତି କିଣି ନେଇଥିବା ଓ ମଦଭାଟିରୁ ମାସିକ ୩ ଲକ୍ଷ ଟଙ୍କ। ଦାଦାବଟି ଆଦାୟ ସମ୍ପର୍କିତ ମାମଲାରେ ସେ ଜାମିନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos