ଭିଣୋଇକୁ ଶିଳପୁଆରେ ଛେଚି ହତ୍ୟା କଲା ଶଳା

ରାଉରକେଲା(ପବନ ତିୱାରୀ): ଘରୋଇ କଳହର କରୁଣ ପରିଣତି।  ଜଣେ ବ୍ୟକ୍ତି  ନିଜ ଭିଣୋଇକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବମ୍ ବମ୍ ଘୋଷ।  ତାଙ୍କୁ ୩୭ ବର୍ଷ ହୋଇଥିଲା। ବମ୍ ବମ୍  ଶ୍ରମିକ ଭାବେ କାମ କରୁଥିଲେ। ପୁଲିସ ଏହି ଘଟଣାରେ ଶଳା ନିର୍ମଳ ବାଡ଼ାକୁ ଅଟକ ରଖି ପଚରାଉଚରା କରୁଛି। ରାଉରକେଲା  ଅତିରିକ୍ତ […]

Rourkela-murder

Rourkela-murder

Tapaswini Nayak
  • Published: Friday, 15 October 2021
  • Updated: 15 October 2021, 01:43 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ଘରୋଇ କଳହର କରୁଣ ପରିଣତି।  ଜଣେ ବ୍ୟକ୍ତି  ନିଜ ଭିଣୋଇକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବମ୍ ବମ୍ ଘୋଷ।  ତାଙ୍କୁ ୩୭ ବର୍ଷ ହୋଇଥିଲା। ବମ୍ ବମ୍  ଶ୍ରମିକ ଭାବେ କାମ କରୁଥିଲେ। ପୁଲିସ ଏହି ଘଟଣାରେ ଶଳା ନିର୍ମଳ ବାଡ଼ାକୁ ଅଟକ ରଖି ପଚରାଉଚରା କରୁଛି।

ରାଉରକେଲା  ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇଙ୍କ ସୂଚନା ଅନୁସାରେ, ନିର୍ମଳ ବାଡ଼ା ବମ୍ ବମର ଘରକୁ ଆସିଥିଲା।  ଘରୋଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେ ରାଗି ଯାଇ ଘରେ ଥିବା ଏକ ଶିଳପୁଆରେ ବମ୍ ବମ୍‌କୁ  ଛେଚି ହତ୍ୟା କରିଥିଲା। ନିର୍ମଳ ବମ୍ ବମର ସମ୍ପର୍କରେ ବଡ଼ ଶଳା ହେବ। ଘରୋଇ କଳିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ରାଉରକେଲା  ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story