ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍‌ ଦାବିରେ ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ସମାବେଶ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଦିଲ୍ଲୀ ଯନ୍ତରମନ୍ତରରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଏହି ସମ୍ମିଳନୀ କରାଯାଇଛି। ସମ୍ମିଳନୀରେ ଆନ୍ନା ହଜାରେ,ଆବାହକ ଅକ୍ଷୟ କୁମାର ଓ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ୨୨ଟି ରାଜ୍ୟର ବହୁ କୃଷକ ସଂଗଠନ ଯୋଗଦେଇଛନ୍ତି। ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ, କୃଷି ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବ ସଂଗଠନ।

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 02:41 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story