ଅଶ୍ଳୀଳ ଭିଡିଓ ଦେଖା ପ୍ରସଙ୍ଗ: ବଜେଟ୍‌ ଅଧିବେଶନରେ ନବ ଦାସ ଯୋଗଦେବା ନେଇ ଅନିଶ୍ଚିତତା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ବିଧାୟକ ନବ ଦାସ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଗତ ବିଧାନସଭାରେ ଗୃହ ମଧ୍ୟରେ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗରେ ନବଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବିତ କରିଥିଲେ। ନିଲମ୍ବିନର ଦୁଇଦିନ ପରେ ବିଧାନସଭା ଅଧିବେଶନ ବନ୍ଦ ହୋଇଯାଇଥିଲା। ଏବେ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ସେତେବେଳେ ଏହି ଘଟଣାର ତଦନ୍ତ […]

naba

naba

Rakesh Mallick
  • Published: Monday, 14 March 2016
  • Updated: 14 March 2016, 06:10 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ବିଧାୟକ ନବ ଦାସ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଗତ ବିଧାନସଭାରେ ଗୃହ ମଧ୍ୟରେ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗରେ ନବଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବିତ କରିଥିଲେ। ନିଲମ୍ବିନର ଦୁଇଦିନ ପରେ ବିଧାନସଭା ଅଧିବେଶନ ବନ୍ଦ ହୋଇଯାଇଥିଲା। ଏବେ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ବାଚସ୍ପତି ଏଥିକ୍ସ କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ନବ ନିର୍ଦ୍ଦୋଶ ବୋଲି କଂଗ୍ରେସ ଦାବି କରୁଥିବା ତଦନ୍ତ ନ ସରିବା ପର୍ଯ୍ୟନ୍ତ ତାଙ୍କୁ ଦୋଷୀ କି ନିର୍ଦ୍ଦୋଶ କୁହାଯାଇପାରିବ ନାହିଁ ବୋଲି ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story