ନବକଳେବର ଉପରେ ବୃତ୍ତଚିତ୍ର ‘ଗଡ୍‌ସ ଓନ୍ ପିପୁଲ’ ଲୋକାର୍ପିତ

ଭୁବନେଶ୍ୱର:  ଚଳିତ ଶତାବ୍ଦୀର ପ୍ରଥମ ନବକଳେବରକୁ ନେଇ ନିର୍ମିତ ବୃତ୍ତଚିତ୍ର ‘ଗଡ୍‌ସ ଓନ୍ ପିପୁଲ’ ଆଜି ରାଜ୍ୟପାଳ ଏସ୍‌.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଆଇନକ୍ସରେ ଏହାର ସ୍ପେଶାଲ୍ ସ୍କ୍ରିନିଂ କରାଯାଇଥିଲା। ୮୦ ମିନିଟ୍‌ର ଏହି ବୃତ୍ତଚିତ୍ରକୁ ପ୍ରସ୍ତୁତ କରିଛନ୍ତି ପଦ୍ମଶ୍ରୀ ନୀଳମାଧବ ପଣ୍ଡା। ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“୨୦୧୫ ନବକଳେବର […]

gods'-own-people

gods'-own-people

Rakesh Mallick
  • Published: Friday, 08 April 2016
  • Updated: 08 April 2016, 09:04 AM IST

Sports

Latest News

gods'-own-peopleଭୁବନେଶ୍ୱର:  ଚଳିତ ଶତାବ୍ଦୀର ପ୍ରଥମ ନବକଳେବରକୁ ନେଇ ନିର୍ମିତ ବୃତ୍ତଚିତ୍ର ‘ଗଡ୍‌ସ ଓନ୍ ପିପୁଲ’ ଆଜି ରାଜ୍ୟପାଳ ଏସ୍‌.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଆଇନକ୍ସରେ ଏହାର ସ୍ପେଶାଲ୍ ସ୍କ୍ରିନିଂ କରାଯାଇଥିଲା।

୮୦ ମିନିଟ୍‌ର ଏହି ବୃତ୍ତଚିତ୍ରକୁ ପ୍ରସ୍ତୁତ କରିଛନ୍ତି ପଦ୍ମଶ୍ରୀ ନୀଳମାଧବ ପଣ୍ଡା। ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“୨୦୧୫ ନବକଳେବର ଉପରେ ନିର୍ମିତ ଏହି ବୃତ୍ତଚିତ୍ରଟିକୁ ସାରା ବିଶ୍ୱର ଲୋକଙ୍କୁ ଦେଖାଯିବା ଉଦ୍ଦେଶ୍ୟରେ କରାଯାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆମାନେ ଏହାକୁ ପ୍ରଶଂସା କରିବେ ବୋଲି ମୋର ଆଶା।”

ନୀଳମାଧବ ପଣ୍ଡା କହିଛନ୍ତି,“ଜଗନ୍ନାଥଙ୍କ ଉପରେ ଏହି ଡକ୍ୟୁମେଣ୍ଟାରୀ ନିର୍ମିତ ହୋଇଛି। ଯେକେହି ବି ଜଗନ୍ନାଥଙ୍କ ସହିତ ଜଡ଼ିତ ଯେକୌଣସି କାମ କରିବାରେ ନିଜକୁ ଗୌରବାନ୍ୱିତ ମନେ କରିବ। ‘ଗଡ୍‌ସ ଓନ୍ ପିପୁଲ୍’ ହେଉଛି ୮୦ ମିନିଟ୍‌ର ଏକ ଡକ୍ୟୁମେଣ୍ଟାରୀ ଫିଚର୍। ଡକ୍ୟୁମେଣ୍ଟାରୀ ଫିଚରର ଏକ ବିଶେଷତ୍ୱ ହେଉଛି ଏହାକୁ ବ୍ୟବସାୟିକ ଫିଲ୍ମ ଭଳି ଥିଏଟର୍‌ରେ ରିଲିଜ୍ କରାଯାଇପାରିବ। ଆଜି ଏହାର ଏକ ‘ସର୍ଟର ଭର୍ସନ୍’ (ସମ୍ପାଦିତ ଅଂଶ) ଉପସ୍ଥିତ ଅତିଥିମାନଙ୍କୁ ଦେଖାଯାଇଥିଲା। ଏହାର ଅବଧି ଥିଲା ୧୮ ମିନିଟ୍।”

ସେ ଆହୁରି ମଧ୍ୟ କହିଛନ୍ତି,“ଏହି ଡକ୍ୟୁମେଣ୍ଟାରୀଟିକୁ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌କୁ ନିଆଯିବ। କେବଳ ତିଆରି କରି ଲାଇବ୍ରେରୀରେ ରଖିବା ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇ ନାହିଁ। ଖାସ୍ ସେଥିପାଇଁ ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଡକାଯାଇ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ସେମାନେ ବି ଜାଣିବା ଦରକାର ଯେ ଆମେ ଅନ୍ତର୍ଜାତୀୟ ମାନର ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଛୁ ଓ ଏହାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବା ଉପରେ ଜୋର୍ ଦିଆଯିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story