ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେପିର ରାସ୍ତାରୋକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବରଣ୍ଡିପାଳରେ ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ବିଜୁ ପକ୍କା ଘର ପ୍ରଦାନ ଦାବିରେ ଆଜି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି। ଝରିଗାଁ ଥାନା ଓ ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତାରୋକ କରାଯାଇଛି। ଗତ ଶୁକ୍ରବାର ଏହି ଘଟଣା ଘଟିଥିଲା। ଷଣ୍ଢଷା ଗାଁର ଏହି ତିନି ଜଣ ଘର ଲିପାପୋଚ୍ଛା ପାଇଁ ବରଣ୍ଡିପାଳରେ ରଙ୍ଗମାଟି ଖୋଲୁଥିବା ବେଳେ ମାଟି […]

umerkot

umerkot

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 11:49 AM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବରଣ୍ଡିପାଳରେ ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ବିଜୁ ପକ୍କା ଘର ପ୍ରଦାନ ଦାବିରେ ଆଜି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି। ଝରିଗାଁ ଥାନା ଓ ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତାରୋକ କରାଯାଇଛି।

ଗତ ଶୁକ୍ରବାର ଏହି ଘଟଣା ଘଟିଥିଲା। ଷଣ୍ଢଷା ଗାଁର ଏହି ତିନି ଜଣ ଘର ଲିପାପୋଚ୍ଛା ପାଇଁ ବରଣ୍ଡିପାଳରେ ରଙ୍ଗମାଟି ଖୋଲୁଥିବା ବେଳେ ମାଟି ଧସି ଯାଇଥିଲା। ମାଟି ତଳେ ଦବି ସେମାନଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ମହିଳା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos